#Breaking News

ପୁସ୍ୟା ବେଷକ ନୀତି ପାଳିତ

,
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ପୁସ୍ୟା ବେଷକ ନୀତି ପାଳିତ ହୋଇଯାଇଛି,
ପ୍ରାପ୍ତ ରୁ ମଙ୍ଗଳ ଆଳତି, ମହାସନ୍ନ,ନୂତନ ବସ୍ତ୍ର, ତୁଳସୀ ହାର ଫୁଲ ମାଳ, ଦେଇ ସୁସାର୍ଜିତ କରାଯାଇଥିଲା,ବଲ୍ଲଭ ଭୋଗ,10.30ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳା ଅର୍ପଣ ପୂଜା ଓ ପୁସ୍ୟା ବେଶ କରାଯାଇଛି, ସେଥିରେ ଖିରି, କାକରା, ପୁଳି, ଚକା, ଓ ଅର୍ଣ୍ଣ ଧୂପ ଲାଗି କରାଯାଇଥିଲା, ସନ୍ଧ୍ୟା ରେ ଆଳତି ରାତ୍ର ଧୂପ, ପହଡ଼ ପଡିଥିଲା, ପୂଜକ ଭାଗିରଥି ପଣ୍ଡା, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର କାହାଳିଆ ଟୀକନ ବେହେରା ଜିମାଦାର ବସନ୍ତ ରଥ ଙ୍କ ତତ୍ଵ ବଧନ ରେ ପୁସ୍ୟା ବେସକ ନୀତି ସମ୍ପୂର୍ଣ ହୋଇଥିଲା,

Leave a comment

Your email address will not be published. Required fields are marked *