#Breaking News

ମା ଗଜଲକ୍ଷ୍ମୀ ପୂଜା କମିଟୀ ନୂତନ କର୍ମକର୍ତା ନିର୍ବାଚନ ମାନସ ସଭାପତି ଓ ସୁଜିତ ସମ୍ପାଦକ


ଫୁଲବାଣୀ (ସୁନୀଲ ପଟନାୟକ )
ଚଳିତ ବର୍ଷ ମା ଗଜଲକ୍ଷ୍ମୀ ଓ ରାବଣ ଦରବାର ମହୋତ୍ସବ ଜାକ ଜକମଓ ଶାନ୍ତି ଶୃଙ୍ଖଳା ରେ ଆୟୋଜନ କରିବା ପାଇଁ ଏକନୂତନ
ପରିଚାଳନା କମିଟି ଗଠନ କରାଯାଇଛି lସଭାପତି ଭାବେ ମାନସ କୁମାର ବେହେରା, ଉପସଭାପତି ସୁନୀଲ ବେହେରା, ସମ୍ପାଦକ ସୁଜିତ ବେହରା, ସହ -ସମ୍ପାଦକ ଭାବେ ଅସୀମ ନାୟକ, କୋଷାଧ୍ୟ କ୍ଷ ଭାବେ ମିଟୁ ମହାନନ୍ଦ, ସହ -କୋଷାଧ୍ୟକ୍ଷ ହେମନ୍ତ ଡିଗାଲ, ସାଂସ୍କୃତିକ ସମ୍ପାଦକ ଵିପୁନ ବେହେରା, ସହ -ସାଂସ୍କୃତିକ ସମ୍ପାଦକ ଗୁଡ୍ଡୁ ବେହେରା, ଓ ସମ୍ବିତ ବେହେରା ଙ୍କୁ ମନୋନୀତ କରାଯାଇଛି l
ସେହି ଭଳି ଉପଦେଷ୍ଟା ଭାବେ ଶ୍ରୀବଚ୍ଛ ବେହେରା, ଦୀପକ ବେହେରା, ହୃଷିକେଶ ବେହେରା, କୁନା କହଁର, ଆଦିତ୍ୟ ନାୟକ, ଅମର ବେହେରା, ପ୍ରମୁଖ ମନୋନୀତ ହୋଇଥିବା ସମ୍ପାଦକ ସୁଜିତ ବେହେରା କହିଛନ୍ତି l

Leave a comment

Your email address will not be published. Required fields are marked *