#Breaking News

ଜୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ବେହାଲ

ଢେଙ୍କାନାଳ(ଉଲାପ୍ର)ଜିୱାଦ ପ୍ରଭବରେ ବର୍ତ୍ତମାନ ଢେଙ୍କାନାଳର ବିଭିନ୍ନ ସ୍ଥାନମାନଙ୍କରେ ବର୍ଷା ଲାଗିରହିଛି । ଚାରିଆଡ଼ କୋହଲା ପାଗକୁ ଅନ୍ଧାରୁଆ ଢାଙ୍କି ଦେଇଥିବାବେଳେ ଝିପି ଝିପି ବର୍ଷା ଲାଗିରହିଛି । ଜିୱାଦର ପ୍ରଭାବ ଏଡ଼ାଇଯାଇଥିଲେ ମଧ୍ୟ ବର୍ଷା ଲାଗିରହିଛି । ଜାହାଦ୍ୱାରାକି ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ରାସ୍ତାଘାଟ ଶୁନଶାନ ଦେଖିବାକୁ ମିଳିଥିଲା ।

Leave a comment

Your email address will not be published. Required fields are marked *