#Breaking News #District

ପ୍ରେସ କ୍ଲବ ରେ 75 ତମ ସାଧାରଣତନ୍ତ୍ର ଦିଵସ ପାଳିତ

 

ଫୁଲବାଣୀ (ସୁନୀଲ ପଟନାୟକ )

ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଲବ ଠାରେ ପଞ୍ଚସ୍ତରୀ ତମ ପବିତ୍ର ସାଧାରଣ ତନ୍ତ୍ର ଦିଵସ ପାଳିତ ହୋଇ ଯାଇଛି l

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ଜାତୀୟ ପତାକା ଉତ୍ତୋଳନ କରିବାସହ ୧୯୫0ମସିହା ଆଜିର ଦିନରେ ଭାରତ ଏକ ସାର୍ବଭୌମ ଗଣ ତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା lଏଣୁ ଏହାକୁ ସବୁବେଳେ ଅକ୍ଷୁର୍ଣ ରଖିବା ଲାଗି କହିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେପ୍ରେସକ୍ଲବ କାର୍ଯ୍ୟ କାରୀ ସଭାପତି ଅଶୋକ ପରିଡା, ସମ୍ପାଦକ ବିରେନ୍ଦ୍ର ସୁବୁଦ୍ଧି, ପ୍ରଶାନ୍ତ ବେହେରା, ବିମଳ ବେହେରା ଓ ସୂର୍ଯ୍ୟ ନାରାୟଣ ବେହେରା ଉପସଭାପତି , ସହ ସମ୍ପାଦକ ଜୟ ସେନ୍ ପରିଡା, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ ଜାକିର ଖାନ, ଶିବ ରାମ ନାୟକ, , ଶିବ ବିଶ୍ୱାଳ, ଶିବ ନାୟକ, ଅଶୋକ ମହାନ୍ତି, , କାଁହୁ ଶତପଥି, ମିଡିଆ ଫୋରମ୍ ସଭାପତି ସନ୍ତୋଷ ଦିଗାଲ, ଆଦିତ୍ୟ ତ୍ରିପାଠୀ, ସନ୍ତୋଷ ବେହେରା, କାହ୍ନl ପଟନାୟକ, ସୁଧୀର ମହାରଣା, ସନ୍ତୋଷ ବେହେରା, ସନ୍ତୋଷ ମିଶ୍ର, ରଂଜିତ ବେହେରା, ଶିବାନୀସ୍ଵlର, ମମତା କହ୍ନର, କ୍ଷିତିଶ ମଲିକ, ଭି ଭି ଶଙ୍କର, ଶିବ ବିଶ୍ଵାଳ, ଅମ୍ବୁଜବେହେରା,ବୈଦ୍ୟନାଥ ନାୟକ, କୁନା ଦିଗାଲ, ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *