#Exclusive

ସାଂସଦ ଅନୁଭବ ମହାନ୍ତି ସାମ୍ବାଦିକ ମାନଙ୍କ ପ୍ରତି ଆଶାଳୀନ ବ୍ୟବହାର ପ୍ରଦର୍ଶନ ପ୍ରତିବାଦରେ ନରସିଂପୁର ଠାରେ ସାମ୍ବାଦିକ ମାନଙ୍କ ବିକ୍ଷୋଭ ଓ କୁସପୁତଳିକା ଦାହ ।

ଆଠଗଡ଼ (୮/୧୧/୧୯) : କେନ୍ଦ୍ରାପଡା ସାଂସନ୍ଦ ଅନୁଭବ ମହାନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଯେପରି ଆଶାଳୀନ ବ୍ୟବହାର ପ୍ରଦର୍ଶନ କଲେ ତାକୁ ନେଇ ରାଜ୍ୟ ସାରା ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି,ଉତ୍କଳ ସାମ୍ବାଦିକ ସଂଘର ନିଷ୍ପତି କ୍ରମେ କଟକ ଜିଲା ସାମ୍ବାଦିକ ସଙ୍ଘ ଦ୍ୱାରା ଅନୁବନ୍ଧିତ ନରସିଂପୁର ସାମ୍ବାଦିକ ସଙ୍ଘ ତରଫରୁ ଆଜି ନରସିଂପୁର ଠାରେ ସାମ୍ବାଦିକ ମାନେ ଏକ ଶୋଭାଯାତ୍ରାରେ ଆସି ଅନୁଭବଙ୍କ କୁସପୁତଲିକା ଦାହ କରିବା ସହିତ ତହସିଲଦାର ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି,ଏଥିରେ ସଂଘର 15 ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ

Leave a comment

Your email address will not be published. Required fields are marked *