#Breaking News

ଖଜୁରୀପଡା ରଂଜା କୁମ୍ପା ଜଙ୍ଗଲ ରେ ଦୁର୍ବୁତ୍ତ ର ଗୁଳି ମାଡ ରେ ମହିଳା ଗୁରୁତର


ଫୁଲବାଣୀ -(ସୁନୀଲ ପଟନାୟକ )ଦୁର୍ବୁତ୍ତ ର ଗୁଳି ମାଡ଼ରେ ମହିଳା ଗୁରୁତର
ଗୁରୁତର ଆହାତ ମହିଳା ଜଣକ ହେଲେ ଖଜୁରୀପଡା ଥାନା ଛ ନ୍ଦୁର ପଦର ଗ୍ରାମ ର ଜୟନ୍ତୀ କହଁର.
ସ୍ଵାମୀ ପବିତ୍ର କହଁର ରଞ୍ଜlକୁମ୍ଫା ଜଙ୍ଗଲ କୁ କାଠ ଆଣିବାକୁ ଯାଇଥିବା ବେଳେ ସ୍ତ୍ରୀ ଜୟନ୍ତୀ କହଁର ଙ୍କୁ ବାଜିଛି ଗୁଳି
ଜୟନ୍ତୀ ଙ୍କ ମୁଣ୍ଡକୁ ଗୁଳି ବାଜିଛି ଗୁରୁତର ଅବସ୍ଥାରେଜୟନ୍ତୀ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି l
ଖଜୁରୀପଡା ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି l
ତେବେ ଜଙ୍ଗଲ ଭିତରେ କିଏ କାଁହିକି ଓ କଣ ପାଇଁ ଗୁଳି ମାରିଲା ଜଣାପଡ଼ିନି l ହେଲେ କେହି ଶିକାରୀ ହୁଏତ ଅଜାଣତ ରେ ବନ୍ୟ ପ୍ରାଣୀ ଭାବି ଶିକାର କରିବା ଉଦେଶ୍ୟରେ ଗୁଳିମା ରିଥାଇପାରେ ବୋଲି ସନ୍ଦେହ କରାଯାଉଛି l

Leave a comment

Your email address will not be published. Required fields are marked *