#Uncategorized

ଆନ୍ତର୍ଜାତିକ ବାଲୁକା କଳାରେ ଆଠଗଡ ର ଶିଳ୍ପୀ ଓଁମ

ଆଠଗଡ(ଉଲାପ୍ର)ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ କୋଣାର୍କ ଠାରେ କୋଣାର୍କ ମହୋତ୍ସବ ଏକ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଚନ୍ଦ୍ରଭାଗା ଠାରେ ସମୁଦ୍ର କୂଳରେ ଆରମ୍ଭ ହୋଇଛି ଆନ୍ତର୍ଜାତିକ ବାଲୁକା ମହୋତ୍ସବ, ଏଥିରେ ଚଳିତ ବର୍ଷ କ ରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରର କୌଣସି ବାଲୁକା ଶିଳ୍ପୀ ଯୋଗ ଦେଇନାହାଁନ୍ତି, ଭାରତରୁ ଷାଠିଏ ଜଣ ବାଲୁକା ଶିଳ୍ପୀ ଯୋଗ ଦେଇଛନ୍ତି ଏହି ବାଲୁକା ମହୋତ୍ସବ ରେ,ଏହି ବାଲୁକା କଳା ରେ ଆଠଗଡ ର ବାଲୁକା ଶିଳ୍ପୀ ଓଁମ ପ୍ରସାଦ ବାରିକ ଯୋଗ ଦେଇଛନ୍ତି, ସେ ଗତ କିଛିବର୍ଷ ହେଲା କୋଣାର୍କ ଠାରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତିକ ବାଲୁକା ମହୋତ୍ସବ ରେ ଯୋଗ ଦେଇ ଆସୁଛନ୍ତି,ଉଦୟ ଲାବଣ୍ୟ ଓ ଗଡଜାତ ପରିକ୍ରମା ତରଫରୁ ଓଁମ କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *