#Breaking News

ତୋରା ଠାରେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ପଞ୍ଚାୟତ ସ୍ପିନିଙ୍ଗ ମିଲ ଖେଳ ପଡିଆ ରେ ଆଜି ଠାରୁ ତ୍ରି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ମ୍ୟାଚ ମୁଣ୍ଡା ପଡା ଏବଂ ରଞ୍ଜିତା କ୍ଲବ ଭେଡେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଣ୍ଡା ପଡା ୧-୦ ଗୋଲ୍ ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ମ୍ୟାଚ ରେ କଦଲିପାଲି ଦଳ ବିଜୟୀ ହୋଇଥିଲେ। ଏହି ପ୍ରତିଯୋଗିତା ରେ ୮ ଟି ଦଳ ଅଂଶଗ୍ରହଣ କରି ଥିବା ବେଳେ ରବିବାର ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ।

Leave a comment

Your email address will not be published. Required fields are marked *