#Uncategorized

ବିଚିତ୍ରାନନ୍ଦ ମୁଦୁଲିଙ୍କ ଏକାଦସାହରେ ଭାଗିରଥି ସାଗର ଠାରେ ତିଳ ତର୍ପଣ


ଆଠଗଡ(ଉଲାପ୍ର)ଆଠଗଡ ର ବରିଷ୍ଠ କଂଗ୍ରେସ ନେତା ବିଚିତ୍ରା ନନ୍ଦ ମୁଦୁଲିଙ୍କ ଏକାଦସାହ ଅବସରରେ ପିସିସି ସଭ୍ୟ ଅକ୍ଷୟ କୁମାର ତୁଙ୍ଗ ସାମନ୍ତ ଙ୍କ ନେତୃତ୍ୱରେ ସ୍ଥାନୀୟ ଭାଗିରଥି ସାଗର ଠାରେ କଂଗ୍ରେସ କର୍ମୀ ମାନେ ତିଳ ତର୍ପଣ କରିଛନ୍ତି,ଏହି ତିଳ ତର୍ପଣ ରେ କଂଗ୍ରେସ ନେତା କିରଣ ବିହାରୀ ଖଟୁଆ,ପ୍ରମୋଦ କିଶୋର ଧଳ,ସର୍ବେଶ୍ୱର ପଣ୍ଡା,ମାନସ ରଞ୍ଜନ ପଟ୍ଟନାୟକ, ଭାଗିରଥି ସାହୁ,ଝରିଆ ନାୟକ,କିଶୋର ସାମନ୍ତରାୟ,ଝୁଲଣ ଭକ୍ତା,ମହେଶ ଦାସଙ୍କ ସହିତ ୫୦ରୁ ଅଧିକ କଂଗ୍ରେସ କର୍ମୀମାନେ ସାମାଜିକ ଦୂରତା ରଖି ତିଲତର୍ପଣ କରିଥିଲେ,ଏହା ପରେ ସ୍ଥାନୀୟ ମହାବୀର ପ୍ଲାଜା ଠାରେ ବିଚିତ୍ରା ନନ୍ଦ ମୁଦୁଲିଙ୍କ ଉଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *