#Uncategorized

ଭବ୍ୟ ରାମମନ୍ଦିର ପାଇଁ ଆଠଗଡ ରେ ନିଧି ସଂଗ୍ରହ


ଆଠଗଡ(ଉଲାପ୍ର)ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପାଇଁ ଆଜି ଆଠଗଡ ରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଆଠଗଡ ଖଣ୍ଡ ତରଫରୁ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି,ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ଠାରେ ଆଠଗଡ ଖଣ୍ଡ ତରଫରୁ ପୂଜାର୍ଚ୍ଚନା କରାଯାଇ ଶ୍ରୀରାମଚନ୍ଦ୍ର ଙ୍କ ଉଦେଶ୍ୟରେ ଦୀପ ଦାନ କରାଯିବା ସହିତ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି,ଏହି କାର୍ଯ୍ୟକ୍ରମ ରେ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲା କାର୍ଯ୍ୟବାହ ବିଚିତ୍ରା ନନ୍ଦ ବେଉରା, ବିଚିତ୍ରାନନ୍ଦ ଜେନା,ଜଗଦାନନ୍ଦ ତ୍ରିପାଠୀ,ପ୍ରକାଶ ସେଠି,ନୂତନ ରାଉତ,ରମାକାନ୍ତ ସେନାପତି, ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ, ଆଜିଠାରୁ ଆଠଗଡ ସହରରେ ଶ୍ରୀରାମ ଜନ୍ମଭୂମି ପାଇଁ ନିଧି ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଏହା ଗ୍ରାମାଞ୍ଚଳରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି।

Leave a comment

Your email address will not be published. Required fields are marked *