#Breaking News #Uncategorized

ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ତୃତୀୟ ପି,ଏଚ,ଡି ଲାଭ


ଭୁବନେଶ୍ୱର(ଉଲାପ୍ର)ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି,ସଚିବାଳୟ ସାମ୍ବାଦିକ ସଙ୍ଘ ସଭାପତି ତଥା ରାଜ୍ୟର ବରିଷ୍ଠ ସାମ୍ବାଦିକ,ଲେଖକ,ସ୍ତମ୍ଭକାର,ଡକ୍ଟର ଜିମୁତ ମଙ୍ଗରାଜ ତୃତୀୟ ପି ଏଚ ଡି ଲାଭ କରିଛନ୍ତି,ଦକ୍ଷିଣ ଆଫ୍ରିକା ର ସେଣ୍ଟ୍ରାଲ ୟୁନିଭରସିଟି ମାଳାୟି ତରଫରୁ ଏହି ପି ଏଚ ଡି ପ୍ରଦାନ କରାଯାଇଛି,ଏହା ପୂର୍ବରୁ ଡକ୍ଟର ଜିମୁତ ମଙ୍ଗରାଜ ସାମ୍ବାଦିକତା ରେ ପି ଏଚ ଡି ଲାଭ କରିଥିବା ବେଳେ ପରବର୍ତୀ ସମୟରେ ଗଣ ଯୋଗାଯୋଗ ରେ ଦିତୀୟ ପି ଏଚ ଡି ହାସଲ କରିଥିଲେ,ଉତ୍କଳ ସାମ୍ବାଦିକ ସଙ୍ଘ ଦ୍ୱାରା ଅନୁବନ୍ଧିତ ଥିବା ରାଜ୍ୟର ସମସ୍ତ ଜିଲାର ସାମ୍ବାଦିକ ମାନେ ଖୁସି ଜାହିର କରିଛନ୍ତି।

Leave a comment

Your email address will not be published. Required fields are marked *