#Uncategorized

ଭିଜିଲାସନ୍ସ ଜାଲରେ ବିଦୁତ ବିଭାଗ ଜେଈ

ଛତିଆ,(ଉଲାପ୍ର)ଭିଜିଲାନ୍ସ ଜାଲରେ ବିଦୁତ ବିଭାଗ je. ବଡ଼ଚଣା ବିଦୁତ ଉପଖଣ୍ଡ ର je ସ୍ୱାଧୀନ କୁମାର ସାହୁ 10000 ଟଙ୍କା ଲାଞ୍ଚ ନେଉ ଥିବା ବେଳେ, ଯାଜପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି, ସ୍ଥାନୀୟ ଚଣ୍ଡିଖୋଲ ନିକଟ ନୂଆ ସୂଂଗୁଡା ଗ୍ରାମରର ଚିତରଞ୍ଜନ ନାୟକ ଘର ପାଖରେ ଥିବା 11 kv ବିଦୁତ ଲାଇନ ସ୍ଥାନାନ୍ତର ନେଇ ବଡ଼ଚଣା ବିଦୁତ ବିଭାଗ କୁ ଲିଖିତ ଅଭିଯୋଗ କରି ଥିଲେ, ଏ ନେଇ ବାରମ୍ବାର ଅଫିସ କୁ ଯାଇ ଥିଲେ ସୁଦ୍ଧା କୌଣସି ସମାଧାନ ହୋଇ ନଥିବା ବେଳେ, ବିଦୁତ ବିଭାଗ je ସ୍ୱାଧୀନ କୁମାର ସାହୁ ଏଥି ପାଇଁ 10000 ଟଙ୍କା ଲାଞ୍ଚ ମାଗି ଥିଲେ, ଏ ନେଇ ଯାଜପୁର ଭିଜିଲାସନ୍ସ କୁ ଅଭିଯୋଗ କାରି ଜଣାଇ ଥିଲେ ଆଜି ଭିଜିଲାସନ୍ସ ଟିମ ବଡ଼ଚଣା ବିଦୁତ ଉପଖଣ୍ଡ ରେ ପହଂଚି je 10000 ଟଙ୍କା ଲାଞ୍ଚ ନେଉ ଥିବା ବେଳେ. ତାଙ୍କୁ ରେଡ ହ୍ୟାଣ୍ଡ ଧରି ଥିଲେ, ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ସହ ସମ୍ପୃକ୍ତ je ଙ୍କୁ ଗିରଫ କରିଛନ୍ତି, ଭିଜିଲାସନ୍ସ addi. Sp ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରି ଥିଲା। ଯାହାର ତଦନ୍ତ ଅଧିକରୁ ଅଧିକ ଜାରି ରହିଛି।

Leave a comment

Your email address will not be published. Required fields are marked *