#Uncategorized

ଆଠଗଡ କଂଗ୍ରେସ ଦଳ ତରଫରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁ ମିଳନ ଓ ଚିନ୍ତନ ବୈଠକ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି,କଂଗ୍ରେସ ନେତା ଉମା ବଲଭ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ମଣ୍ଡଳୀ ର୍ ଦୁଇ ଶହରୁ ଉର୍ଦ୍ଧ କଂଗ୍ରେସ କର୍ମୀ

ଆଠଗଡ କଂଗ୍ରେସ ଦଳ ତରଫରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁ ମିଳନ ଓ ଚିନ୍ତନ ବୈଠକ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି,କଂଗ୍ରେସ ନେତା ଉମା ବଲଭ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ମଣ୍ଡଳୀ ର୍ ଦୁଇ ଶହରୁ ଉର୍ଦ୍ଧ କଂଗ୍ରେସ କର୍ମୀ,ଛାମୁଆ ନେତା ମାନେ ଯୋଗଦେଇ ନିଜର ମତାମତ ରଖିଥିଲେ,ଆଗାମୀ ଦିନରେ ଆଠଗଡ ରେ କଂଗ୍ରେସ କୁ ପୁନର୍ବାର ଜିତା ଇବାକୁ ପଡିବ ସେଥିପାଇଁ ସମସ୍ତ କଂଗ୍ରେସ କର୍ମୀ ଏକାଠି ହୋଇ କାମ କରିବାକୁ ବହୁ ବରିଷ୍ଠ କଂଗ୍ରେସ କର୍ମୀ ମତାମତ ରଖିଥିଲେ।

Leave a comment

Your email address will not be published. Required fields are marked *