#Breaking News

ସ୍ନେକ ହେଲ୍ପଲାଇନ ଦ୍ୱାରା ବିଷାକ୍ତ ସାପ ଉଦ୍ଧାର


ଫୁଲବାଣୀ(ସୁନୀଲ ପଟନାୟକ )

କନ୍ଧମାଳ ଜ଼ିଲା ଖଜୁରୀପଡା ବ୍ଲକ ଦୁତିମେଣ୍ଡି ର ନେଡି ସାହି ରରଂଜିତା ମଲି କଙ୍କ ଘରୁ ଟିମ ହୁମାନି ଟି ର ସ୍ନେ କ ହେଳ୍ପ ଲାଇନ ସଦସ୍ୟ ମାନେଶୁକ୍ରବାର ଏକ ବିଷ ଧର ସାପ କୁ ଉଦ୍ଧାର କରିଛନ୍ତି l
ସୂଚନା ଯୋଗ୍ୟଯେ, ଖଜୁରୀ ପଡା ନେଡି ସାହିରେ ବାସ କରୁଥିବା ରଞ୍ଜିତା ମଲ୍ଲିକ ଙ୍କ ଘରେ ଏକ ବିଷଧର ସାପ ପଶିଯାଇଥିବା ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି ଲୋକନାଥ ରାଜୁ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେl ଆଉ ଫୋନ ପାଇବା କ୍ଷଣି ଟିମ୍ ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାଇରାମ ପାତ୍ର, ପ୍ରଶାନ୍ତ ପାଣିଗ୍ରାହୀ ଓ ଅନ୍ତର୍ଯ୍ୟାମୀ ପ୍ରଧାନ ଉକ୍ତ ସ୍ଥାନରେ ପହଞ୍ଚି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରି ସହରଠୁ ଦୁର ନିକଟସ୍ଥ ଜଙ୍ଗଲରେ ଛାଡ଼ି ଆସିଲେ।
ଫଳରେ ରଂଜିତା ଓ ଗ୍ରାମବାସୀ ପ୍ରମୁଖ ଏହି ଟିମ କୁ କୃତଜ୍ଞ ତା ଜଣାଇଥିଲେ l

Leave a comment

Your email address will not be published. Required fields are marked *