#Breaking News

ଗଛରେ ଚୁନ ମାରି ଅର୍ଥହରିଲୁଟ ଅଭିଯୋଗ


ଫୁଲବାଣୀ(ସୁନୀଲପଟନାୟକ)
ରାସ୍ତାକଡ଼ଗଛରେ ନାମକୁ ମାତ୍ର ଚୁନ ମାରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଯନ୍ତ୍ରୀ ଓ ଠିକାଦାର ।
ଅଭିଯୋଗ କଲେ ଶୁଣୁଛି ବା କି ଏ? ପ୍ରତିବର୍ଷ ପୂର୍ତ୍ତ ବିଭାଗ ଜିଲ୍ଲାର ରାସ୍ତାକଡ ଗଛ, ବିଭିନ୍ନ କାର୍ଯାଳୟ , ଡ଼ାକ ବଙ୍ଗଳା, ଭିତରେ ଥିବା ଗଛଗୁଡ଼ିକରେ ୨/ ୩ଫୁଟ ଧଳାପାଣି ଚୁନ ମାରିଥାନ୍ତି। ଆଉ ଏ ସବୁ ଝିପିଝିପି ବର୍ଷାଟିକ ଏହେଲେ ଧୋଇ ହୋଇଯାଏ ।
ଏପଟେ ଲକ୍ଷଲକ୍ଷ ଟଙ୍କାର ବିଲ।
ତେବେ ପିଚୁ ରାସ୍ତାରେ ଖାଲଖମା ଯୋଗୁ ଲୋକେ ଦୁର୍ଘଟଣାରେ ପାଣହରାଉଛନ୍ତି। କିନ୍ତୁ ମରାମତି ହେଉନି।
ସେହିପରି ଜି ଉଦୟଗିରି ସହରରେ ଥିବା
ପିଚୁ ରାସ୍ତା ରୁ ପିଚୁ ଉଠିଲାଣି । ଏପରି ସ୍ଥଳେ ଜିଉଦୟଗିରି ପୁର୍ତ୍ତ ବିଭ।ଗସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀକାହା ସ୍ଵାର୍ଥରେ କଣ ପାଇଁ ଗଛରେ ପାଣି ଆ ଚୁନ ମାରୁଛନ୍ତି ଜଣୀପଡୁନି । ମର ।ମତି ଓ ଚୁନମରା ପରି ଏ ସବୁ କାମରେ କୁଆଡେ ଯନ୍ତ୍ରୀଙ୍କୁ ଅଧିକ ପିସି ମିଳିବା ସହ ଭଲ ଖାଇବା ଓ ଗିଫ୍ଟ ମିଳୁଛି ବୋଲି ଶୁଣିବାକୁ ମିଳୁଛି ।
ଏହାର ଏକ ବିଦ୍ଧିବଦ୍ଧ ତଦନ୍ତର ଆବଶ୍ୟକତା ଥିବା ଲୋକେ କହୁଛନ୍ତି ।

Leave a comment

Your email address will not be published. Required fields are marked *