#Breaking News #Uncategorized

ଫିରିଙ୍ଗିଆ ପୋଲିସ ପକ୍ଷରୁ କରୋନା ସଚେତନତା ଅନୁଷ୍ଠିତ


ଫୁଲ ବାଣୀ-( ସୁନୀଲ ପଟ୍ଟନୀୟକ) ଦିନକୁ ଦିନ ଦେଶରେ କରେନା ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଥିବା କାରଣ ରୁ ଲୋକଙ୍କୁ ପୁଣିଥରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା ବାରମ୍ଵାର ହାତକୁ ଭଲ କରି ସଫା କରିବା ଆଦି ସଂପର୍କରେ ଗାଁର୍ଗା ବୁଲି ସଚେତନ କରୁଛି ପୋଲିସ। ମଙ୍ଗଳବାର । ଏ ସ .ପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ପରିଙ୍ଗିଆ ଥାନା ପୋଲିସ ପକ୍ଷରୁ କରେ । ନା ସଂପର୍କରେ ବ୍ୟାପକ ସଚେତନ କରାଯାଇଥିଲା।ଏହି ସଚେତନତାରାଲୀରେ ପ୍ରେସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ସହଯୋଗ କରାଯାଇଥିଲା ।ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଥାନା ଅଧିକାରୀ ଶ୍ୟାମସୁନ୍ଦର ରା ଓ ତହସିଲ ଦାରପୁନମ ରାଉତ, ବିଡିଓ ରଶମି ର ଜଂନ ମହନ୍ତ, ଏସ ଆଇ ଦଶରଥ ହେମ୍ରମ ପ୍ରମୁଖ ମଧ୍ଯ ଲୋକଙ୍କୁ ମାସ୍କ
ପିନ୍ଧିବା ସହ ସାମାଜିକ ଦୂରତାରକ୍ଷ। କରିବା ନେଇସଚେତନ କରିଥିଲେ। ନିଜେ ସୁସ୍ଥ ଓ ସୁରକ୍ଷିତ ରହିବାକୁ ପରୀମର୍ଶ ଦେଇଥିଲେ।ଏହି ସଚେତନତ।ରାଲୀରେ ଯମ ଓ ଚିତ୍ର ଗୁପ୍ତ ବେଶରେ ଲୋକଙ୍କୁ ସଚେତନ କରିବା ସହ ଫାଇନ ମଧ୍ୟ ଆଦାୟ କରାଯାଇଥିଲା। ସାମ୍ବାଦିକ ସୁବ୍ରତ ମହାନ୍ତି, ଉତ୍ତମ ଖମାରୀ, ସୁ
ଧଂ। ଶୁ କହଁର,ପ୍ରମୁଖ ସହଯୋଗ କରିବା ସହ ସଚେତନ ମଧ୍ୟ କରାଇଥିଲେ।..
ସେହିପରି ଯମଭୂମିକାରେ ସହଦେବ ସାହୁ ଓ ଚିତ୍ରଗୁପ୍ତ ଭୂମିକା 6ର ଫିରିଙ୍ଗିଆ ଥାନାର ଗୃହରକ୍ଷୀ ଭରତ କ ହଁ ର ଅଭିନୟ କରିଥିଲେ ।

Leave a comment

Your email address will not be published. Required fields are marked *