#Breaking News #District

କନ୍ଧମାଳ ତୁମୁଡିବନ୍ଧ ଅଂଚଳରେ
ମାଓ -ସୁରକ୍ଷା କର୍ମୀ ଗୁଳିବିନିମୟ ଜାରି


ଫୁଲବାଣୀ – ବୁଧ ବାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଂଚଳ ସିନ୍ଧିପଙ୍ଖlଲ ଜଙ୍ଗଲ ରେ ରେ ସୁରକ୍ଷା କର୍ମୀ କମ୍ବିଙ୍ଗ ଅପରେସନ ରେ ଯାଇଥିବାବେଳେ ମାଓବାଦୀ ଙ୍କ ସହ ମୁହାଁମୁହିଁ ହୋଇଥିଲା lଫଳରେ
ଉଭୟଂକମଧ୍ୟରେ ଗୁଳିବିନିମୟ ହୋଇଥିଲା l ଏ ଥିରେ କେହି ମୃତାହତ ହୋଇଥିବା ଜଣାପଡିନାହିଁ l
ଗୁଳି ବିନିମୟ ଏବେବି ଜାରିରହିଛି lତେବେ ମାଓ ବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି lସୁରକ୍ଷା କର୍ମୀ ମାନେ ମାଓ କ୍ୟାମ୍ପ ଧ୍ୱସ୍ତ କରିବା ସହ ବହୁପରିମାଣ ର ମାଓ ସାମଗ୍ରି ଜବତ କରିଥିବା ସୂଚନା ମିଳିଛି l

Leave a comment

Your email address will not be published. Required fields are marked *