Udaya_Labanya | August 8, 2022 | 12 views |0 | Breaking News

ଢେଙ୍କାନାଳ ସିଦ୍ଧ ବଳଦେବ ଜିୟୁ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଶ୍ରାବଣ ମାସର ଏକାଦଶୀ ଥିବାରୁ ଆଜି ବିଶେଷ ପୂଜା ଅର୍ଚନା କରାଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି ଦ୍ଵାର ପାଳ ପୂଜା । ମହାସ୍ନାନ ବତ୍ସ ତୁଳସି ହାର, ଫୁଲ ହାର ରେ ସୁସଜ୍ଜିତ କରାଯାଇ ଥିଲା ।ବହ୍ଲବ ଭୋଗ ୧୦.୩୦ ରେ ଖେଚେଡି ଭୋଗ ମଧ୍ୟାନ୍ନ ରେ ଅନ୍ନ ଧୂପ ସନ୍ଧା ସମୟରେ ଆଳତି ଓ ଏକଦଶୀ ବେଢା ପରିକ୍ରମା ଓ ମହାଦିପ ଉଠିବ ଓ ରାତ୍ର ଧୂପ ଓ ଶେଷରେ ପହଡ଼ ପଡ଼ିବ, ପୂଜକ ମନ ମୋହନ ମିଶ୍ର ଓ ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ସୁଆର ନିଳମଣୀ ଆଚାର୍ଯ୍ୟ କାହାଳିଆ ଟିକନ ବେହେରା ଓ ଜିମା ଦାର ଶ୍ୟାମ ସୁନ୍ଦର ପାଣି ଗ୍ରାହୀ ଙ୍କ ଉପସ୍ଥିତରେ ଏହି ଏକାଦଶୀ ନିତି ସଂମ୍ପୁର୍ଣ୍ଣ ହୋଇଥିଲା ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories