#Breaking News

ୱ୲ର୍ଡମେମ୍ବର ପ୍ରାର୍ଥୀ ପାଇଁ ମଇଦାନରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ


ଫୁଲ ବାଣୀ(ସୁନୀଲପଟ୍ଟନାୟକ)
ସରପଞ୍ଚ ଜ଼ିଲ୍ଲା ପରିଷଦ ସଭ୍ୟ କିମ୍ବା ସମିତି ସଭ୍ୟପଦବୀ ପାଇଁ କେଉଁଠି ବିଟେକ ପ୍ରାର୍ଥୀ ହୋଇଥିବାବେଳେ କେଉଁଠି ବିଏ ଓ ଏମଏ ପଢିଥିବା ଉଚ୍ଚ ଶିକ୍ଷିତ ଯୁବକମାନେ ନିର୍ବାଚନରଣାଙ୍ଗନରେ ଓହ୍ଲା ଇଥିବାଦେଖିବାକୁ ମିଳି ଥିବା ବେଳେ
ସାମାନ୍ୟ ସା ହୀର ୱ ୲ର୍ଡମେମ୍ବରଟିଏ ପାଇଁ ମଧ୍ୟ ଏମଏଓ ବିଏ ପଢିଥିବା ଶିକ୍ଷିତ ଯୁବକମାନେ ମଧ୍ୟ ଏଥର ନିର୍ବାଚନ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।
ସେହିପରି ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡି ପଞ୍ଚାୟତର୬ନମ୍ବର ୱ।ର୍ଡ ପାଇଁ ପ୍ରତିଦ୍ଵନ୍ଦିତା କରୁଥିବା ଦୁଇଜଣ ପ୍ରତିଦ୍ଵନ୍ଦୀ ହେଲେ ୨୫ ବର୍ଷର ଦେବା ଶିଷ ବେହେରା । ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଏମକମ ପାସ କରିବାପରେ ଆଇଆଇଟିଏମ ଭୁବନେଶର ର ଏମବିଏ ପାସ କରିଥିବା ବେଳେ ଅନ୍ୟଜଣେ ଏସ. ସୁନୀଲ ସୁବୁର୍ଦ୍ଧି ମଧ୍ୟ ବିଏ ପାସ କରି ଚାକିରି କରୁଥିଲେ। ଏବେ ଚାକିରି ଛାଡ଼ି ରାଜନିତୀ କୁ ଓହ୍ଲାଇଛନ୍ତି ।
ସିମନବାଡି ପଞ୍ଚାୟତର୬ ନଂବରୱ।ର୍ଡର ବିଭିନ୍ନ ସମସ୍ୟ । ସମାଧାନ କରିବେ ବୋଲି ଉଭୟ ପ୍ରାର୍ଥୀ କହିଛନ୍ତି । ସେମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଏହି ୱ।ର୍ଡ଼ରେ୨୬୭ ଜଣ ଭୋଟର ଅଛନ୍ତି । ଭୋଟରମାନେ ମଧ୍ୟ ଶିକ୍ଷିତ ଓ କାମିକିଆ ଯୁବକ ଦେଖି ଭୋଟ ଦେବେ ଯିଏ ତାଙ୍କର ସାହିର ସମସ୍ୟା ଦୁର କରିବା ସହ ସୁଖଦୁଃଖରେ ସାଥିହୋଇ ରହିବ ସେପରି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।
ହେଲେ କିଏ ବିଜୟୀ ହେବ ଭୋଟ ଗଣତି ପରେ ଜଣାପଡିବ ।

Leave a comment

Your email address will not be published. Required fields are marked *