#Breaking News #Uncategorized

କନ୍ଧମାଳରେ ମନରେଗା ଆଣ୍ଠେଇଛି କାମ କରି ପାଉଣା ର୍ମିଳୁନି ବର୍ଷେ ହେଲାଣି


ଫୁଲ ବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାରେ ମନରେଗା ଯୋଜନା ଆଣ୍ଠେଇ ପଡିଛିକହିଲେ ଭୁଲ ହେବନି । ମନରେଗାଜବକାର୍ଡ଼ ଧାରୀମାନେ କାମ କରି ବର୍ଷ ବର୍ଷ ଧରି ପାଉଣା ପାଉନାହଁ।ନ୍ତି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ।
ସରକାରୀ ନିୟମ ପ୍ରକାରେ ଜବକାର୍ଡ଼ ଧାରୀମାନଙ୍କୁ କାମ କରିବାର ୧୫ ଦିନ ମଧ୍ୟରେ ପାଉଣା ଦେବାର ନିୟମ ରହିଛି । ହେଲେ ଏଠାରେ ବର୍ଷବର୍ଷ ଲାଗି ଯାଉଛି ପାଉଣା ଗଣ୍ଡାକ ପାଇବାପାଇଁ। ହିତାଧିକାରୀମାନେ ପଞ୍ଚାୟତରୁ ଆରମ୍ଭ କରି ବ୍ଳକ ଯାଏ ଦଉଡି ଦଉଡି ହତାଶ ହେଉଥିବା ଅଭି ଯୋଗ ହେଉଛି ।
ସେହିପରି ମନରେଗା ଯୋଜନାରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ରଟିଙ୍ଗିଆ ପଞ୍ଚାୟତ ଋ ତୁ ମୁସିଙ୍ଗିଆ ଗ୍ରାମର ବହୁ ହିତାଧି କ।ରିକାମ କରି ପାଖାପାଖି ବର୍ଷେ ହେବ ପାଉଣା ନ ପାଇହନ୍ତସନ୍ତ ହେଉଥିବା କହିଛନ୍ତି ।
ସେମାନେ କ ରୋନା ମହାମାରୀ ସମୟରେ ଗତ ବର୍ଷ ନିକଟସ୍ଥ ମାହାଡ଼ି ମ।ହା ଗ୍ରାମରେ ଖାତଖୋଳିଥିଲେ । ହେଲେ ବାରମ୍ଵାର ଅଭିଯୋଗ ପରେ କିଛି କିଛି ପାଉଣା ପାଇଥିବାବେଳେ ଆହୁରି ଲକ୍ଷାଧିକ ଟଙ୍କା ପାଉଣା ବାକି ଥିବା କହୁଛନ୍ତି ।
ତେବେ ବର୍ତ୍ତମାନ କରେ । ନା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି ।କାମ ଧନ୍ଦା ବି ମିଳୁନି। ଏଣୁ ଚଳିବା ମଧ୍ୟ ମୁସ୍କିଲ ହୋଇ ପଡୁଛି । ଏଣୁ ବକେୟା ପାଉଣା ମିଳିଲେ ସେମାନେ ଭଲରେ ଚଳିପାରନ୍ତେ ବୋଲି କହିଛନ୍ତି ହିତାଧିକାରି ନିରାଞନ ଡିଗାଲ ଓ ସୁମିତ୍ରା ନା ଏକ କହିଛନ୍ତି ।
ଏଥିପ୍ରତି ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଜିଲ୍ଲାପାଳ ଓ ବିଡ଼ିଓ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *