#Breaking News

ବୋଲେରୋ ସହ ମୂଲ୍ୟବାନ ପଟା ଜବତ


ଫୁଲ ବାଣୀ- (ସୁନୀଲ ପଟନାୟକ) ବାଲିଗୁଡା ବନ ବିଭାଗ ଡିଭିଜନ ଅନ୍ତରିତ
କୋଟଗଡ ବନବିଭାଗ ରେ ଞ୍ଜକୁ ମିଳିଛି ବଡ଼ ସଫଳତା । ରବିବାର ବିଳମ୍ୱିତ ରାତିରେ କୌଣସି ସୁତ୍ରରୁ ଖବର ପାଇ ରେ ଜଂ ଅଫିସ ର ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ବରେ ଜଙ୍ଗଲ ବିଭାଗ ପେଟ୍ରୋଲିଙ୍ଗଟି ମ ଝରିଘାଟ ନିକଟରେ ସଜବାଜ ହୋଇ ଛ କି ବସିଥିଲା। ଏକ ବୋଲେରୋ ପିକ ଅ ପ ଗାଡି ତୁମୁଡିବନ୍ଧରୁ କୋଟଗଡ଼କୁ ଦ୍ରୁତଗତିରେ ଆସୁଥିବା ସନ୍ଦେହ କରି ଉକ୍ତ ଗାଡିକୁପିଛ । କରିଥିଲେ । କିଛି ବାଟ ପିଛା କରିବାପରେ ଡ୍ରାଇଭର ଜାଣିପାରି ହରିପୁର ନିକଟରେଗାଡି ଛାଡି ଜଙ୍ଗଲ ମଧ୍ୟ କୁ ଦଉଡି ପଳାଇଥିଲେ।
ବନ ବିଭାଗ ଗାଡିଯାଞ୍ଚ କରିବାବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ୧୦୨ ଖଣ୍ଡ କାଠ ପଟାଥିବା ଦେଖିଥିଲେ।ବନ ବିଭାଗ ଗାଡି ସହ କ।ଠପଟା ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରିଥିବା ରେ ଜଂର ବେହେରା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବନ ପାଳ ପ୍ରଭାତ ଦୋରା , ଯୋଗେଶ ଧାରୁଆ .କିରଣବାଳା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।
ଯୁବ ରେ ଜଂର ଙ୍କ ଦକ୍ଷତା ଓ ସମୟୋଚିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇ ପାରିଥିବା କୁହାଯାଉଛି ।
.

Leave a comment

Your email address will not be published. Required fields are marked *