#Breaking News

ଆସନ୍ତାକାଲି ଉଦଘାଟିତ ହେବ ଦାରିଙ୍ଗବାଡି ଇକୋ ରିଟ୍ରିଟ


ଫୁଲବାଣୀ(ସୁନୀଲ ପଟନାୟକ)
ପର୍ଯ୍ୟଟକମାନେ ଏବେ ଭାରି ଖୁସି । ଗତ ବର୍ଷ ପରି ଏ ବର୍ଷ ମଧ୍ୟ ଆସନ୍ତ । କାଲି ଉଦଘାଟିତ ହେବ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଇକୋ ରିର୍ଟ୍ରିଟ I
ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ବର୍ଷଠାରୁ ଦାରିଙ୍ଗବାଡିଠାରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ । ଏବେ ଥଣ୍ଡା ବଢିଥିବାରୁ ଏଠାକୁ ରାଜ୍ୟ, ଓ ଦେଶବିଦେଶରୁ ଆସୁଥବା ପର୍ଯ୍ୟଟକମାନଙ୍କ ଲାଗି ରହିବା ଖାଇବା ବ୍ୟବସ୍ଥା ରହିଛି । ଏଠାରେ ରହି ସେମାନେ ଥଣ୍ଡାର ମଜା ଉଠାଇବେ । ଏ ବର୍ଷ ୨୫ଟି ବିଳାସପୂର୍ଣ୍ଣତମ୍ବୁ ନିର୍ମାଣ ହୋଇଛି । ଏହି ଇକୋ ରିଟ୍ରିଟ ଆସନ୍ତାକାଲି ୧୫ ରୁ ଆରମ୍ଭ ହୋଇ ୩ ମାସ ଯାଏ ମାର୍ଚ୍ଚ ୧୫ ଯାଏ ଚାଲିବ । ବାରିଙ୍ଗବାଡିର ଇକୋ ରିଟ୍ରିଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଜିଲାପ ।ଳ
ଡା. ବୃନ୍ଦ । ଡି ଦାରିଙ୍ଗବାଡି ଗ୍ରସ୍ତରେ ଯାଇ ଏହି କାର୍ଯ୍ୟ ତଦାରଖ କରିବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଜିଲ୍ଲା ର ସମସ୍ତ ବିଭାଗୀୟ ପଦାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ, ଶୁଭଙ୍କର ମହାପାତ୍ର, ବିଡିଓଗଦାଧର ପାତ୍ର, ସହକାରୀ ଯନ୍ତ୍ରୀ ଇଂଶିଶିର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି

Leave a comment

Your email address will not be published. Required fields are marked *