#Uncategorized

ବିଭୁତି ମିଶ୍ରଙ୍କ କାବ୍ୟସନ୍ଧ୍ୟା କବିତା ସଙ୍କଳନ ଅନୁଷ୍ଠିତ,ମୁଖ୍ୟଅତିଥି ଭାବେ ସାହିତ୍ୟିକ ହୁସେନ ରବି ଗାନ୍ଧୀ,ମୁଖ୍ୟବକ୍ତା ଭାବେ ଡ଼ଃ ନାରାୟଣ ପଣ୍ଡା, ସଂମାନିତ ଅତିଥି ଭାବେ ସଙ୍ଗୀତକାର ସ୍ୱରୂପ ନାୟକ,ଦେବାଶିଷ ପାଣିଗ୍ରାହୀ ଓ ସାହିତ୍ୟ ସମାଜ ସଭାପତି ପ୍ରାଣକୃଷ୍ଣ ଦାଶ, ବିଭୁତି ମିଶ୍ର ଓ ପୁଲିନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ,

ରାଜନୀତିରୁ ଟିକିଏ ବାହାରି ସାହିତ୍ୟ ସାଧନା କରି ଆଠ ଗୋଟି କବିତା ବହି ଲେଖିପାରିଛନ୍ତି ରାଜନେତା ବିଭୁତି ମିଶ୍ର,ସ୍ଥାନୀୟ ମହାତ୍ମା ଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ବିଭୁତି ମିଶ୍ରଙ୍କ କାବ୍ୟସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି, ଏହି ସନ୍ଧ୍ୟାରେ ସାହିତ୍ୟିକ ହୁସେନ ରବି ଗାନ୍ଧୀ,ଡ଼ଃ ନାରାୟଣ ପଣ୍ଡା,ସଙ୍ଗୀତକାର ସ୍ୱରୂପ ନାୟକ,ଦେବାଶିଷ ମହାପାତ୍ର,ଆଠଗଡ ସାହିତ୍ୟ ସମାଜ ସଭାପତି ପ୍ରାଣକୃଷ୍ଣ ଦାଶ ପ୍ରମୁଖ ଯୋଗଦେଇ ଥିଲେ,ସ୍କୁଲର ଅଧ୍ୟକ୍ଷା ପୁଲିନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ସାହିତ୍ୟ ସମାଜ ସମ୍ପାଦକ ଲଲାଟେନ୍ଦୁ ସେନାପତି।

Leave a comment

Your email address will not be published. Required fields are marked *