#Breaking News

ଦରଦାମ ବୃଦ୍ଧି ପ୍ରତିବାଦ କରିବାକୁ କନ୍ଧମାଳ ଜିଲ୍ଲା କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ,



ଫୁଲବାଣୀ -2/09(ସୁନୀଲ ପଟନାୟକ )
କନ୍ଧମାଳ ଜିଲାର ବଛା ବଛା କିଛି ନେତା ଆଜି ଦିଲ୍ଲୀ ଗସ୍ତ କରିଛନ୍ତି l
ଏ ଆଇ ସି ସି ଡ଼ାକରାରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଏ ଆଇ ସି ସି ସଦସ୍ୟଘନ ଶବର, ନଗର କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ଯୁବ ନେତା ବଳଦେବ ବେହେରା, ଗୌର ବେହେରା, ପ୍ରମୁଖ ଦିଲ୍ଲୀ ଗ୍ରସ୍ତ କରିଛନ୍ତି l
ସେମାନେ ଦରଦାମ ବୃଦ୍ଧି ନେଇ ଦିଲ୍ଲୀ ରେ କେନ୍ଦ୍ରସରକାଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେବୋଲି ଜଣା ପଡ଼ିଛି l

Leave a comment

Your email address will not be published. Required fields are marked *