#Breaking News #Uncategorized

ଫୁଲବାଣୀରୁ ୪ ଓ ଜିଲ୍ଲାରୁ ୯୦ନୁତନ କରୋନାପଜିଟିଭ ଚିହ୍ନଟ,


ଫୁଲବାଣୀ-( ସୁନୀଲ ପଟନାୟକ) ସୋମବାର କନ୍ଧମାଳ ଜିଲ୍ଲାରେ ସୋମବାର ୯୦ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ସୋମବାର ଫୁଲବାଣୀ ସହରରୁ ୪ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ସେଥି ମଧ୍ୟ ରୁ ଫୁଲ ବାଣୀ ସାହିରୁ ୩ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ହାଉସିଙ୍ଗ ବୋର୍ଡ଼କ ଲୋନୀ ରୁ ଜଣେ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି
ସେହିପରି ସୋମବାରଜିଲ୍ଲାର ବାଲିଗୁଡ଼ା ସହରରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୪ଜଣ, ,ଦ।ରିଙ୍ଗବାଡି ୬. ଚକାପାଦ ୩,ଖଜୁରୀପଡ଼ା ୬’ଜିଉ ଦୟଗିରି ୩, ଫିରିଙ୍ଗିଆ୧ ୭,କନୂଆଗାଁ ୧୦, ଟିକା ବାଲି ୫, ତୁମୁଡିବନ୍ଧ ୨ଓ ରାଇକିଆ ୫ ଜଣ ଓକୋଟଗଡ଼ ୧୪ ,କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୧୮୬ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ୧୯୭ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୯ ୪୮ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।।

.

Leave a comment

Your email address will not be published. Required fields are marked *