#Breaking News

ରାତିପାହିଲେ ଭୋଟ.. ବିଜେଡ଼ିରେ ଯୋଗ ଦେଲେ ବହୁ ବିଜେପି କର୍ମୀ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ସୁଙ୍ଗାମାହା ଉଆଡ୍ ର ସତାଧିକ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀନବୀନ ପଟନାୟକ ଙ୍କ ର ନିତି ଆଦର୍ଶ ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ ରେ ପ୍ରଭାବିତ ହୋଇ ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତର ବିଜେଡ଼ି ସଭାପତି ଟ୍ରେସା ମଲ୍ଲିକ ଙ୍କ ନେତୃତ୍ବରେ ଅନେକ ବିଜେପି ନେତା ଓ କର୍ମୀ ବିଜୁଜନତା ଦଳ ରେ ସାମିଲ ହୋଇଛନ୍ତି l ବିଜେପି କର୍ମୀ ସାମିଲ ହେବାରୁ ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ରେ ବିଜୁଜନତା ଦଳରଆହୁରି ସୁଦୃଢ ହେବ ବୋଲି ବ୍ଳକ ସଭାପତି ମଲିକ କହିଛନ୍ତି l ନବୀନ ବାବୁଙ୍କ ସ୍ଵଚ୍ଛ ଶାସନ ଏବଂ ଜନ ହିତକର କାର୍ଯ୍ୟ କରୁଥିବା ରୁ ବିଜୁଜନତା ଦଳ ରେ ଆମେ ମାନେ ଯୋଗ ଦେଲୁ ବୋଲି କହିଛନ୍ତି ଅଞ୍ଚଳ ବାସୀ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପୂର୍ବତନ ବିଧାୟକ ଦୁଗୁନି କହଁର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ର ମାଇନର ସଭାପତି ସିମନ ଦିଗାଲ,ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ର ସେକ୍ରେଟାରୀ ମାଥିଉ ଦିଗାଲ,ଉମେଶ କହଁର, ରାଜକିଶୋର ବିନ୍ଧାଣି, ବିଜେପି ଯୁବ ନେତା କପିଳାସ କହଁର, ଜମ୍ବେଶ୍ଵର କହଁର,ଘାସିରାମ କହଁର, ଓ ସମସ୍ତ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ lbi ଜେ ପି ଛାଡି ବିଜେ ଡ଼ି ଦଳ ରେ ମିଶିଥିବା ସମସ୍ତ ମଞ୍ଚସିନ ସମସ୍ତ କର୍ମୀ ଙ୍କୁ ପୁଷ୍ପମାଲ୍ୟ ଓ ବିଜେଡ଼ି ର ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଶେ ଷରେ ମିଷ୍ଟାନ୍ନ ବାଣ୍ଟନ କରାଯାଇଥିଲା l

Leave a comment

Your email address will not be published. Required fields are marked *