#Breaking News #District

ଢେ଼ଙ୍କାନାଳ ବନ ଖଣ୍ଡ ମହା ବିରୋଡ ରେଞ୍ଜ ମାଇ ହାତୀ ର ମୃତ୍ୟୁ । ବନ ବିଭାଗର ଅପାରଗତା ଯୋଗୁ ମାଇ ହାତୀର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ



କାମାକ୍ଷାନାଗାର ( ଉଲ୍ଲାପ୍ର )

ଢେଙ୍କାନାଳ-ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଇରାମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି,ମୃତ୍ୟୁର କାରଣ ଅସ୍ପଷ୍ଟ, ଥିବାବେଳେ ଅସୁସ୍ଥତା କାରଣରୁ ମୃତ୍ୟୁ ସନ୍ଦେହ କରାଯାଉଛି,। ମାଈ ହାତୀଟିର ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ । ତାଳଚେର ରେଞ୍ଜ ଅଞ୍ଚଳରୁ ହାତୀଟି ମହାବିରୋଡ଼ ରେଞ୍ଜକୁ ଚାଲି ଆସିଥିବା ସୂଚନା ।

ଢେ଼ଙ୍କାନାଳ ବନ ଖଣ୍ଡ ମହା ବିରୋଡ ରେଞ୍ଜ ମାଇ ହାତୀ ର ମୃତ୍ୟୁ ।  ବନ ବିଭାଗର ଅପାରଗତା ଯୋଗୁ ମାଇ ହାତୀର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ

Leave a comment

Your email address will not be published. Required fields are marked *