ମା କରି କୋଲିଆଣି ପେଟ୍ରୋଲ ପମ୍ପ ଉଦଘାଟିତ

Udaya_Labanya | April 9, 2021 | 0

ଆଠଗଡ( ଉଲାପ୍ର)ଆଠଗଡ ଧବଳେଶ୍ବର ରାସ୍ତାର କରିକୋଲ ଠାରେ ମା କରି କୋଲିଆଣୀ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି,ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି,ଏହି କାର୍ଯ୍ୟକ୍ରମ ରେ ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ଶକ୍ତିଧର ଦାସ,ହାଇକୋର୍ଟ ର ଅନେକ ଆଇନଜୀବୀ ଯୋଗଦେଇଥିବା ବେଳେ ମା କରି କୋଲିଆଣି ପେଟ୍ରୋଲ ପମ୍ପର ପ୍ରୋପ୍ରାଇଟର ପ୍ରଦୋଷ କୁମାର ସ୍ବାଇଁଙ୍କ ସଂଯୋଜନାରେ ଆଠଗଡ ର ଅନେକ […]

ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା ଯୋଗଦାନ କରି ଏହି ଗଣଧାରଣାକୁ ସମର୍ଥନ ଜଣାଇଥିଲେ. କୋରାନା ର ଭୟା ଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ଗଣଧାରଣା କାର୍ଯ୍ୟକ୍ରମ […]

Archives

Categories