#Breaking News

ଘନ କୁହୁଡି ରେ ଦେଖି ନପାରି ଗଛରେ ପିଟି ହେଲା ନୂଆ ଡମ୍ପର


ଫୁଲବାଣୀ(ସୁନୀଲ ପଟନାୟକ )
ଗୁରୁବାର ସକାଳୁ ସଦର ଥାନା ଅନ୍ତର୍ଗତ ତିଳକପଡାଠାରେ ବ୍ରହ୍ମପୁର ପଟୁ ଆସୂଥିବାଏକ ଧଳା ରଙ୍ଗର ନମ୍ବର ବିହିନ ଡମ୍ଫର ଚେଚିସ ଦୁର୍ଘଟଣା ଗ୍ରସ୍ତହୋଇପଡିବା ଫଳରେ ଚାଳକ ଆହାତ ହୋଇଥିବାଜଣାପଡ଼ିଛି l
ଘନକୁହୁଡ଼ି ଜୋଗୁଁ ଚାଳକ ରାସ୍ତା ଦେଖିନପାରି ରାସ୍ତା କଡ ଗଛରେ ପିଟି ଦେବା ଫଳରେ ଡମ୍ପର ର ସାମନା ଭାଗ କ୍ଷତି ଗ୍ରସ୍ତ ହୋଇଛି l
ସଦର ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରୁଛି l

Leave a comment

Your email address will not be published. Required fields are marked *