#Breaking News

ଦାରିଙ୍ଗ ବାଡି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ଙ୍କ ପରଲୋକ


ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲା ଦାରିଂବାଡ଼ି ପଂଚାୟତ ରେ କାର୍ଯ୍ୟରତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀ କାନ୍ତ ପ୍ରଧାନ ଙ୍କ ରବିବାର ରାତିରେ ମୃତ୍ଯୁ ଘଟିଛି l
ସ୍ବର୍ଗତ ପ୍ରଧାନ ଗତକାଲି ହଟାତ ଅସୁସ୍ଥ ଅନୁଭାବ କରିଥିଲେ lତାଙ୍କୁ ଚିକିତ୍ସା ପାଇଁ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା, ସେଠାରେ ମୃତ୍ଯୁ ଘଟିଥିଲା l
ତାଙ୍କର ଅକାଳ ମୃତ୍ଯୁ ରେ ଆତ୍ମିୟ ସ୍ୱଜନ ବନ୍ଧୁ, ସୂଭେଛୁଓ କର୍ମଚାରୀମହଲ ରେ ଶୋକର ଛାୟା ଖେଳିଯାଇଛି l
, ସେ ପିଅ ନପଡା ର ଗୁଡି ପୀଟା ସାହି ରେ ପରିବାରଧରି ରହିଥିଲେ l
ଖବର ପାଇ କାର୍ଯ୍ୟ ନିର୍ବହୀସଙ୍ଘ ମେଡିକାଲ ଯାଇ ସହଯୋଗ ର ହାତ ବଢା ଇଛନ୍ତି lସ୍ବର୍ଗତ ପ୍ରଧାନ ଜଣେ ସଚୋଟ, କର୍ମଠ, ଓ ମେଳାପିକର୍ମଚାରୀ ଥିଲେ l ସ୍ବର୍ଗତ ପ୍ରଧାନ ଙ୍କ ଅକାଳ ମୃତ୍ଯୁ ରେ ଜିଲା ସଭାପତି ପଦ୍ମ ନାଭମହାନ୍ତି ଓ ଅନ୍ୟମାନେ ଗଭୀର ଶୋକ ବ୍ୟକ୍ତ କରିବସଙ୍ଗେ ଅମରଆତ୍ମା ର ସଦଗତି କାମନା କରିଛ ନ୍ତି lକାହିଁକ ଓ କଣ ପାଇଁ ଲକ୍ଷ୍ମୀକାନ୍ତ ଙ୍କ ମୃତ୍ଯୁ ହେଲା ତାହା ତଦନ୍ତପରେ ଜଣାପଡିବ l

Leave a comment

Your email address will not be published. Required fields are marked *