#Uncategorized

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନେଲେ କରୋନା ଟୀକା


ନୂଆଦିଲ୍ଲୀ, ଭୁବନେଶ୍ୱର(ଉଲାପ୍ର)ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ଟୀକା ନେଇଛନ୍ତି, ଦିଲ୍ଲୀର ଏମ୍ସ ଠାରେ ପ୍ରଧାନମନ୍ତ୍ରୀ ମୋଦି କ ରୋନା ଟୀକା ନେଇଥିବା ବେଳେ ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟୀକା ନେଇଛନ୍ତି, ପ୍ରଧାନମନ୍ତ୍ରୀ ଟୀକା ନେବାପରେ ସେ ନିଜକୁ ଆଶ୍ୱସ୍ତ ପ୍ରକାଶ କରୁଥିବା ବେଳେ ଦେଶର ଅନ୍ୟ ବ୍ୟକ୍ତି ବିଶେଷ ଟୀକା ନେବାକୁ ସାଧାରଣ ଲୋକ ଙ୍କୁ ପରାମର୍ଶ ଦେଇଛନ୍ତି, ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୀକା ନେଇ ସାରିବା ପରେ ସାରା ରାଜ୍ୟର ଲୋକ ଏବେ ଆମ ରାଜ୍ୟରେ ଟୀକା ନେବେ ବୋଲି ଆଶା କରିଛନ୍ତି, ମାର୍ଚ୍ଚ ଏକ ତାରିଖରୁ ଭାରତର ବିଭିନ ସ୍ଥାନରେ ଟୀକା ପ୍ରକ୍ରିୟାକରଣ କାର୍ଯ୍ୟ ଚାଲୁ ରହିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *