#Uncategorized

ଆଗାମୀ ତିନିଦିନ ପ୍ରବଳ ଶୀତ ଜାରିରହିବ

ଭୁବନେଶ୍ୱର(ଉଲାପ୍ର)ଫେବ୍ରୁଆରି ୩ ତାରିଖ ସକାଳ ଯାଏ ପ୍ରବଳ ଶୀତ ଲହରି ଆଶଙ୍କା, ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ୧୧ ଜିଲ୍ଲା-ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ବି ପ୍ରବଳ ଶୀତ ଲହରି ଆଶଙ୍କା

ରାତିରେ ଲୋକଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ, ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଖସିବ ପାରଦ, ଆହୁରି ୨-୩ ଡିଗ୍ରୀ ହ୍ରାସ ପାଇବ ଦକ୍ଷିଣ ଓ ଉପକୂଳ ଅଞ୍ଚଳର ତାପମାତ୍ରା

ଜିଲ୍ଲାପାଳ ଓ କମିସନରମାନଙ୍କୁ SRCଙ୍କ କାର୍ଯ୍ୟାଳୟର ଚିଠି, ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କମ୍ୟୁନିଟି ହଲ୍‌ ଖୋଲିବାକୁ ନିର୍ଦେଶ, ଖୋଲା ଯାଇଥିବା କୋଠା ଓ ଆଶ୍ରୟୀଙ୍କ ସଂଖ୍ୟା ସବୁଦିନ ଜଣାଅ, କ’ଣ କରିବେ, ନ କରିବେ-ଲୋକଙ୍କୁ ସଚେତନ କରାଅ: SRC

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *