#Breaking News

ଢେଙ୍କାନାଳ ବାଣିଜ୍ୟ ସଂଘ ପକ୍ଷରୁ ସଚେତନ ରଥ ସହର ପରିକ୍ରମା

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ବାଣିଜ୍ୟ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳ ଙ୍କ କାଯ୍ୟଳୟ ଠାରେ ଏହି ରଥତିକୁ ଜିଲ୍ଲାପାଳ ସରୋଜ କୁମାର ସେଠି, ଓ ପୌର ନିବାହି ଅଧିକାରୀ ଅତୁନ କୁମାର ସାମନ୍ତ ଙ୍କ ଉପସ୍ଥିତ ରେ ଏହି ରଥଟି ଓମିକ୍ରାନ ଭାଇରସ ସଚେତନ ପାଇଁ ଢେଙ୍କାନାଳ ସହରରେ ପରିକ୍ରମା କରିଛି,ମାସ୍କ ପିନ୍ଧନ୍ତୁ, ସାନିଟାଈଜ ବ୍ୟବହାର କରନ୍ତୁ, ଦୂରତା ବଜାଇରଖନ୍ତୁ, ପ୍ରେସିଡେଣ୍ଟ ରାଜେନ୍ଦ୍ର ଦାସ, ମନୋଜ ଆଗ୍ରୟାଲା, ମହେଶ ଆଗ୍ରୟାଲ୍ଲା, ଜିତେଶ କୋଟକ, ବିମଲ ପଦାର, ଦେବେନ୍ଦ୍ର ଭଟ ଉପସ୍ଥିତ ଥିଲେ

Leave a comment

Your email address will not be published. Required fields are marked *