#Breaking News

ନବରାତ୍ରର ତୃତୀୟ ଦିନ

ଢେଙ୍କାନାଳର ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗାଙ୍କର ନବରାତ୍ରର ତୃତୀୟ ଦିନ ଥିବାରୁ ମାଙ୍କର ଗାୟତ୍ରୀ ବେଶରେ ପୁଜାର୍ଚନା କରାଯାଇଥିଲା । ସକାଳେ ପଣା ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି, ସନ୍ଧ୍ୟାବେଳେ 108 ଆଳତି, ପଣା ଭୋଗ କରାଯାଇଥିଲା । ରାତ୍ରରେ ଖିରି ପୁଳି କାକରା ,ମିଠା ଆଦି ମାଙ୍କ ପାଖେ ଭୋଗ ଲାଗି କରାଯାଇଥିଲା ।

Leave a comment

Your email address will not be published. Required fields are marked *