#ରାଜ୍ୟ ଖବର

ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତି ପକ୍ଷରୁ କରେ।ନା ସଚେତନ


ଫୁଲ ବାଣୀ-(ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ପଞ୍ଚାୟତ ରେ କରେ। ନା ସଚେତନତାରାଲି ଅନୁଷ୍ଠିତ ହେଇଥିଲା । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଭାବେ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି କରୋନା ସଚେତନ କରିଥିଲେ ।
ହାତରେ ସଚେତନତାବାର୍ତ୍ତା ଥିବା ପ୍ଲାକାର୍ଡ ସହ ବ୍ୟାନର ଧରି ସ୍ଲୋଗାନ ଦେଇ ସଚେତନ କରିଥିଲେ। ସରକାରଙ୍କ କୋଭିଡ଼ ୧୯ନିୟମ ମାନିବା ପାଇଁ ପରାମର୍ଶ ଦେଇଥଲେ । ଘରୁ ବାହାରକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା .. ସାନି ଟାଇଜ କରି ହାତ ସଫା ରଖିବା , ନିଜେ ସତର୍କ ରହିବା ସହ ଅନ୍ୟମାନଙ୍କୁ ସତର୍କ କରିବା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ ।ମା ପାଟଖଣ୍ଡା ପାଞ୍ଚ ବନ୍ଧୁ ସମାଜ, ସ୍ଵାସ୍ଥ୍ୟକର୍ମୀ, ସରକାରି କର୍ମଚାରୀଙ୍କ ସମେତ ଶିକ୍ଷକ ରାକେଶ କୋଠଦଳାଇ, ଡ଼ମୂରଧର ପାତ୍ର, 6 ଦବ ରାଜପ।ତ୍ର,ସହଦେବ ପାତ୍ର, ଜୟସେନ ପ୍ରଜାରୀ ପ୍ରମୁଖ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *