#Breaking News

ଗୋପବନ୍ଧୁ ଛକରେ ବାଇକ- ସ୍କୁଟି ଦୁର୍ଘଟଣା, ଜଣେ ଗୁରୁତର


ଫୁଲବାଣୀ: (ସୁନୀଲ ପଟ୍ଟନାୟକ) ଆଜି ରାତି ୮ ୩୦ମିନଟ ରେ ସ୍ଥାନୀୟ ଗୋପବନ୍ଧୁ ଛକରେ ଏକ ସ୍କୁଟି ଓ ବା ଇକ ମଧ୍ୟରେ ମୁହଁ । ମୁହିଁ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଥିବାବେଳେ ସ୍କୁଟି ଚାଳକ ଚିଣ୍ଟୁ ପାଣ୍ଡେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ଉଭୟଆହତଙ୍କୁ ଚିକିତ୍ସା ନିମନ୍ତେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ତେବେ ଚିଣ୍ଟୁ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଚିଣ୍ଟୁ ପାଣ୍ଡେ ହେଉଛନ୍ତି ବରୀଷ୍ଠ ବିଜେପି ନେତ। ତଥା ପୁର୍ବ ତନନଗରପାଳ କମଳାକାନ୍ତ ପାଣ୍ଡେଙ୍କ ବଡ଼ ପୁଅ ବୋଲି ଜଣା ପଡିଛି ।
ଖବର ପାଇ ଫୁଲ ବାଣୀ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ସ୍କୁଟି ଜବତ କରିବା ସହ ଦୁର୍ଘଟଣାର ତଦନ୍ତ କରୁଛି।

Leave a comment

Your email address will not be published. Required fields are marked *