#Breaking News

ଜ଼ିଲ୍ଲା ପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଲା


ଫୁଲବାଣୀ(ସୁନୀଲ ପଟନାୟକ )
ଦୀର୍ଘ ଦୁଇବର୍ଷ ପରେସୋମବାର ଆଜି ଜିଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଲା lଫଳରେ ଗ୍ରାମାଞ୍ଚଳ ର ଲୋକେ ଖୁସିବ୍ୟକ୍ତ କରିଥିଲେ l
ଆଜିକନ୍ଧମାଳ ଜ଼ିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଥିଲା l
ଶୁଣାଣି ବେଳେ ଜିଲାପାଳ ଡା. ଵୃନ୍ଦା ଡି., ଏସ ପି. ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ, ଉପ ଜିଲାପାଳ ଶେଷ ଦେବ ମିଶ୍ର, ପ୍ରମୁଖ ଙ୍କ ସମେତ ବହୁ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
ଆଜି ପ୍ରାୟ ୨୭ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା l
ତେବେ କୋରାନା ସଂକ୍ରମଣ ପାଇଁ ଦୁଇ ବର୍ଷ ହେଲା ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ଆଜି ଅରମ୍ଭହୋଇଥିଲା ତେବେ ଆବଶ୍ୟକ ପ୍ରଚାର ପ୍ରସାର ହୋଇପାରିନଥିବାଯୋଗୁଁ କମ ସଂଖ୍ୟକ ଲୋକ ଅଭିଯୋଗ ଶୁଣାଣି ରେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *