#Breaking News

ଢେଙ୍କାନାଳ ଲକ୍ଷ୍ମୀ ବଜାର ର ବରିଷ୍ଠ ସଦର୍ଷ୍ୟ ଙ୍କ ଦେହାନ୍ତ


ଢେଙ୍କାନାଳ ଲକ୍ଷ୍ମୀ ବଜାର ସ୍ଥିତ ଲକ୍ଷ୍ମୀ ପୂଜା କମିଟି ର ବରିଷ୍ଠ ସଦର୍ଶ ଶ୍ରୀ ରବିନାରାୟଣ ସାହୁ (ବୟସ 76) ଙ୍କର ଆଜି ସନ୍ଧ୍ୟା 6ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଛି, ତାଙ୍କ ପାଖରେ ବଡ ପୁଅ ହରେକୃଷ୍ଣ ସାହୁ, ରଞ୍ଜନ କୁମାର ସାହୁ,ଭଣଜା ଗଙ୍ଗାଧର ପାତ୍ର, ବରିଷ୍ଠ ଆଇନଜୀବୀ ଶଶି ଭୂଷଣ ସାହୁ, ଓ ପରିବାର ର ସମସ୍ତ ସଦର୍ଶ ଉପସ୍ଥିତ ଥିଲେ,ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି, ଓ ଲକ୍ଷ୍ମୀ ବଜାର ପୂଜା କମିଟି ତରଫରୁ ବଜାରରେ ଥିବା ଦୋକାନ ଗୁଡିକୁ ବନ୍ଦ ରଖାଯାଇଛି

Leave a comment

Your email address will not be published. Required fields are marked *