ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା ଯୋଗଦାନ କରି ଏହି ଗଣଧାରଣାକୁ ସମର୍ଥନ ଜଣାଇଥିଲେ. କୋରାନା ର ଭୟା ଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ଗଣଧାରଣା କାର୍ଯ୍ୟକ୍ରମ […]

ଆଠଗଡ ଚାଷୀ ରାଜ ରାସ୍ତାରେ,ଅଭାବି ବିକ୍ରିର ସମ୍ମୁଖିନ

Udaya_Labanya | August 4, 2020 | 0

ଆଠଗଡ(ଉଲାପ୍ର)ଗୋଟିଏ ପଟେ କରୋନା ସହିତ ସମସ୍ତେ ଜୁଝୁଥିବା ବେଳେ ଅନ୍ୟ ପଟେ ଚାଷୀ ହାତ ବାନ୍ଧି ବସି ସାରିଲାଣି,ଏ ଦୃଶ୍ୟ ହେଉଛି ଆଠଗଡ ମୁଣ୍ଡଳି ରାସ୍ତାର ଛତାବର ଗ୍ରାମ ରାସ୍ତାକଡ ର ଦୃଶ୍ୟ,ଲକଡାଉନ,ସଟଡାଉନ ଜାରି ରହିଥିବା ବେଳେ ପରିବା ବେପାରୀ ଆଉ ଚାଷୀଙ୍କ ନିକଟକୁ ଆସୁନାହାନ୍ତି,ଯାହା ଫଳରେ ଚାଷୀ ମାନେ ରାସ୍ତା ଉପରକୁ ଚାଲି ଆସି ରାସ୍ତା କଡରେ ଭୟଭୀତ ହୋଇ ପନି ପରିବା ବିକ୍ରି କରୁଛନ୍ତି, ଅନ୍ୟପଟେ ଚନ୍ଦକା ହାତୀପଲ […]

ଶ୍ରାବଣ ମାସ ସରିଲା,ଖାଁ ଖାଁ ରେ ରହିଗଲେ…

Udaya_Labanya | August 3, 2020 | 0

ଆଠଗଡ(ଉଲାପ୍ର)କାର୍ତ୍ତିକ ମାସ ପରି ଶ୍ରାବଣ ମାସ ମଧ୍ୟ ହିନ୍ଦୁମାନଙ୍କର ଧର୍ମ ମାସ,ହେଲେ ଶ୍ରାବଣ ମାସରେ ସବୁକିଛି ବିଗାଡି ଦେଇଛି କରୋନା,ଆଉ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,ନାଁ ଭକ୍ତ ଆସିଛନ୍ତି ନାଁ ପୂଜକ ମାନେ କିଛି ରୋଜଗାର କରି ପାରିଛନ୍ତି,ତଥାପି ଗତ ପାଂଚମାସ ହେଲା ବଡ କଷ୍ଟ ସ୍ୱୀକାର କରି ବାବାଙ୍କ ପୀଠରେ ନୀତି କାନ୍ତିରେ କୌଣସି ହେଳା […]

ଅମ୍ବାଲା ଏୟାର ବେଶରେ ପହଁଚିଲା ଫାୟାର ଫାଇଟର…

Udaya_Labanya | July 29, 2020 | 0

ଅମ୍ବାଲା,ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି,ଶେଷରେ ରାଫେଲ ବିମାନ ଫ୍ରାନ୍ସ ରୁ ଆସି ଭାରତର ଅମ୍ବାଲା ଏୟାର ବେଶ ରେ ପହଞ୍ଚିଛି, ଗତ ୨୭ ତାରିଖ ରୁ ଫ୍ରାନ୍ସ ରୁ ବାହାରିଥିବା ଏହି ଫାୟାର ଫାଇଟର ବିମାନ ସାତ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାର ବେଶ ରେ ଲାଣ୍ଡିଙ୍ଗ କରିଛି,ପାଞ୍ଚଗୋଟି ରାଫେଲ ବିମାନ ଭାରତ ସୀମାରେ ପହଁଚି ବା ପରେ ସୁଖୋଇ ବିମାନ ରାଫେଲ ବିମାନ ଗୁଡିକୁ […]

କ୍ରେନ ମାଡ଼ିଗଲା ମହିଳାଙ୍କ ଉପରେ,ମହିଳା ମୃତ,ଘରେ ପସିଗଲା…

Udaya_Labanya | July 28, 2020 | 0

ଆଠଗଡ(ଉଲାପ୍ର)ଆଜି ସକାଳୁ ଆଠଗଡ ସହର ହାଉସିଂ ବୋର୍ଡ ଛକର ବୁଲାଣି ଉପରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ଉପରେ କ୍ରେନ ଚଢିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କର ମୃତୁ ଘଟିଛି,ମୃତ ମହିଳା ହେଲେ ରାଧାଗୋବିନ୍ଦପୁର ଗ୍ରାମର ସୁଷମା ସାହୁ,ସେ ଆଜି ଭୋରରୁ ରାସ୍ତା ପାରି ହୋଇ ଫୁଲ ତୋଳିବାକୁ ଯାଉଥିବା ସମୟରେ ରାସ୍ତାରେ ଏପଟ ସେପଟ ହେବା ଯୋଗୁ କ୍ରେନ ଟି ତାଙ୍କ ଉପରେ ଚଢ଼ି ଯାଇ ବିଜେପି ନେତ୍ରୀ ସଂଯୁକ୍ତା […]

ଆଠଗଡ ବସଷ୍ଟାଣ୍ଡ ମଡେଲ ବସଷ୍ଟାଣ୍ଡ ହେବାକୁ ଯାଉଛି,ଶୁଭ…

Udaya_Labanya | July 27, 2020 | 0

ଆଠଗଡ(ଉଲାପ୍ର)ଆଠଗଡ ବସଷ୍ଟାଣ୍ଡର ନବିକରଣ ପାଇଁ ଶୁଭ ପ୍ରଦାନ କରିଛନ୍ତି ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱର ଲୋକସଭା ସଦନରୁ ଏହି ବସଷ୍ଟାଣ୍ଡର ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ କଟକ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା,ଆଠଗଡ ପୂର୍ତ୍ତବିଭାଗ ଏସଡିଓ ଜୟନ୍ତ ପ୍ରସାଦ ନାୟକ,ଜେଇ ପ୍ରଭାତ କୁମାର ବେହେରା,କଟକ ଜିଲା ପରିଷଦ ଉପାଧକ୍ଷ ସୁନୀଲ ପରିଡା,ଆଠଗଡ […]

ଶ୍ରାବଣ ମାସରେ ଧବଳେଶ୍ବର ପୀଠ ଖାଁ ଖାଁ,ଜଳଲାଗି…

Udaya_Labanya | July 27, 2020 | 0

ଆଠଗଡ,(ଉଲାପ୍ର)ଶ୍ରାବଣ ମାସର ଚତୁର୍ଥ ସୋମବାର ରେ ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,କରୋନା ଯେମିତି ସବୁ କିଛି ବିଗାଡି ଦେଇଛି,କରୋନା ମହାମାରୀ ଯୋଗୁ ପୀଠକୁ କୌଣସି ଭକ୍ତ ଆସୁନାହାନ୍ତି,କେବଳ ଧବଳେଶ୍ବର ପୂଜକ ସମାଜ ବାବାଙ୍କ ସେବା କରି ଆସୁଛନ୍ତି,ଆଜି ପୂଜକ ମାନେ ବାବାଙ୍କୁ ବେଲପତ୍ର ଓ ପଦ୍ମଫୁଲ ରେ ସଜାଇ ଥିବା ଦେଖା ଯାଇଛି,ପୀଠରେ ଶ୍ରାବଣ ମାସରେ ପୂଜକ ମାନେ ସଂସାରରୁ କରୋନା ଯେପରି […]

ଓଡ଼ିଶାର ଦୀର୍ଘତମ ପୋଲ ନିର୍ମାଣ କାର୍ଯ୍ୟ ଦ୍ରୁତ…

Udaya_Labanya | July 21, 2020 | 0

ବଡମ୍ବା,(ଉଲାପ୍ର)ମହାନଦୀ ରେ ଓଡ଼ିଶାର ଦୀର୍ଘତମ ପୋଲ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି,ମହାନଦୀରେ ତିଆରି ଚାଲିଥିବା ଓଡ଼ିଶାର ସବୁଠାରୁ ବୃହତ୍ତମ “T”ସେତୁ ଭାବେ ପରିଚିତ ହେବାକୁ ଥିବା କଟକ ଜିଲ୍ଲା ଆଠଗଡ ସବ ଡିଭିଜନ ଅନ୍ତର୍ଗତ ବଡମ୍ବା ବ୍ଲକ ଗୋପୀନାଥପୁର ଠାରୁ ବାଙ୍କୀ ବୈଦେଶ୍ୱରକୁ ସିଧାସଳଖ ସଂଯୋଗ ହେଉଛି ଏହି ପୋଲ,ମଝିରେ ପର୍ଯ୍ୟଟନ ସ୍ଥଳୀ ସିଂହନାଥ ପୀଠକୁ t ଆକୃତି ହୋଇ ସଂଯୋଗ କରୁଛି,ଯାହାକି ପର୍ଯ୍ୟଟକ ମାନଙ୍କୁ ନଦୀବଢି ସମୟରେ […]

ଆଠଗଡ ବ୍ଲକ ସମବାୟ ଦୁର୍ନୀତି ଉପରେ ଚାଷୀଙ୍କ…

Udaya_Labanya | July 15, 2020 | 0

ଆଠଗଡ,(ଉଲାପ୍ର)ଆଠଗଡ ବ୍ଲକ ସମବାୟ ଦୁର୍ନୀତିର ପରଦା ଫାସ ଉଦୟଲାବଣ୍ୟ କରିବା ପରେ ସମବାୟ ବିଭାଗ ତରଫରୁ ଛ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇ ଥିଲା,ଏ ସମ୍ପର୍କରେ ଚାଷୀଙ୍କ ତରଫରୁ ଆଜି ବଡ ପଦାଗାଁ ଠାରେ ସତ୍ୟବାଦୀ କ୍ଲବ ପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଆଠଗଡ ଯୁବ ସଙ୍ଗଠକ ଅଭୟ ବାରିକ,ନରେନ୍ଦ୍ର ସେଠି,ଅମରେନ୍ଦ୍ର ରାଉତ,ପ୍ରତିମା ରାଉତ ପ୍ରମୁଖ ଚାଷୀମାନେ ଏକାଠି ହୋଇ ସାମ୍ବାଦିକ ସମିଳନୀ କରିଛନ୍ତି, ଯୋଉଥିରେ କୋଟିକୋଟି […]

Archives

Categories