#Breaking News

ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଚଉବନ କୋଟି ଟଙ୍କା ଋଣ ପ୍ରଦାନ


ଫୁଲବାଣୀ -(ସୁନୀଲ ପଟନାୟକ )
ବିଭିନ୍ନ ବ୍ୟାଙ୍କ ର ମିଳିତ ସହଯୋଗ ରେ ଶୁକ୍ରବାର ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଂଗଠନ ମାନଙ୍କ ସମେତ ବିଭିନ୍ନ ଵ୍ୟକ୍ତି ବିଶେଷ ଙ୍କୁ ପଞ୍ଚା ବନ କୋଟି ଟଙ୍କା ଋଣ ମଞ୍ଜୁର କରା ଯାଇଥିଲା l
ବ୍ୟାଙ୍କ ପ୍ରଦାନ କରିଥିବା ଋଣ ଅର୍ଥ ର ସଦ ଉପ ଯୋଗ କରିବା ସଂଗେ ସଂଗେ ଋଣ ଅର୍ଥ ନିୟମିତ ପରିଶୋଧ କରିବା ପାଇଁମୁଖ୍ୟ ଅତିଥିଭାବେ ଯୋଗ ଦେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପରାମର୍ଶ ଦେଇଥିଲେ l
ଏହି ଅବସର ରେ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରଵ୍ୟ ର ଷ୍ଟଲ ଖୋଲାଯାଇଥିଲା l
ଅନ୍ୟ ମାନଙ୍କ ମଧ୍ୟରେ ସମ୍ମl ନୀତ ଅତିଥୀ ଭାବେ ଫୁଲବାଣୀ ବି ଡି ଓ, ପ୍ରକଳ୍ପ ନିର୍ଦେଶକ ଆଇ ଟି ଡି ଏ ବୀରେନ୍ଦ୍ର କୁମାର ଦାସ, ଲି ଡ଼ବ୍ୟାଙ୍କ ଅଫିସର କଳ୍ପତରୁ ସ୍ୱାଇଁ,ବ୍ୟାଙ୍କ ଅଫିସର ବିଷ୍ଣୁଚରଣ ସାହାଣୀ ଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇ
ଲୋକ ମାନଙ୍କ ଆର୍ଥିକଓ ସମାଜିକ ଉନ୍ନତି ପାଇଁ ବ୍ୟାଙ୍କ ସର୍ବଦା ଉଦ୍ୟମ କରୁଥିବା କଥା କହିଥିଲେ l

Leave a comment

Your email address will not be published. Required fields are marked *