#Breaking News

ବଲିଉଡ ମୁହାଁହେଲେ ଏନ ଏସ ଡି ଯଦୁ ନନ୍ଦନ


ଫୁଲବାଣୀ(ସୁନୀଲ ପଟନାୟକ )-
ସଂଘର୍ଷ ର ଅନ୍ୟନାମ ଯଦୁନନ୍ଦନ l ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଅଭିନୟ ଓ କଳା ନିର୍ଦେଶକ ରେ ଶିକ୍ଷା ଲାଭ ପରେ ଅନେକ ବଲିଉଡ ସିନେମା ରେ ଅଭିନୟ କରିଛନ୍ତି ଯଦୁନନ୍ଦନ l ସେହିପରି କଳା ନିର୍ଦେଶନା ଦାଇତ୍ୱ ନେଇ ଅନେକ ହିନ୍ଦୀ, ମରାଠୀ, ପଂଜାବୀ, ସିରିଏଲ ଓ ସିନେମା ରେ ଅଭିନୟ କରିଛନ୍ତିl ମଣିରତ୍ନମ ପ୍ରୋଯୋଜିତ ରାଭନ, ରାମ ଗୋପାଳ ବର୍ମା ଙ୍କ କେ ଆଗ ଭଳି ଅନେକ ହିନ୍ଦୀ ଓ ଇଂରାଜୀ ସିନେମା ରେ ଆସିଛନ୍ତି କିନ୍ତୁ ଆଖି ଦୃଷ୍ଟିଆ ସଫଳତା ପାଇ ନାହାନ୍ତି l ଓଡିଶା ରେ କାମ କରିବାକୁ ଇଛାଥିଲେ ବି ସୁଯୋଗ ମିଳିନାହିଁ ତାଙ୍କୁ l କିଛି ଦିନ ହେଲା ନିଜ ଗାଁ କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା କୁ ଆସିରହିଥିଲେ ତେଵେ ପୁଣି ସଂଘର୍ଷ ପାଇଁ ବଲିଉଡ ମୁହାଁ ହୋଇଛନ୍ତି ସେ l ଏବେ ଯଦୁନନ୍ଦନ ପୁଣି ହିମାଞ୍ଚଳ ପ୍ରଦେଶ ଯାଇ ସେଠାରେ ଅଭିନୟ ଜାରି ରଖିଛନ୍ତି l
ସେ ଆଗକୁ ବଢ଼ନ୍ତୁ, ଆହୁରି ଅଧିକ ନା କରନ୍ତୁ l

Leave a comment

Your email address will not be published. Required fields are marked *