#Uncategorized

ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ଜଣେ ଟିକା ବାଲି ବନ କର୍ମଚାରୀଙ୍କ ଦ୍ଵାରା ଜଣେ ଗିରଫ


ଫୁଲ ବାଣୀ- (ସୁନୀଲ ପଟନାୟକ) ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି । ବୁଧବାର ଫୁଲବାଣୀ ବନଖଣ୍ଡ ଅଧିନ ଟିକାବାଲି ପରେ ଷ୍ଟ 6ରଂଜ ଅର୍ନ୍ତଗତ ଲାଇନ ପଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲାଗ।ଉ ଥିବାବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ ଅଭିଯୁକ୍ତ କୁ କାବୁ କରିଥିଲେ।
ଗିରଫ ବ୍ୟକ୍ତି ଜଣଙ୍କ ଲା ମ୍ବ୍ରା ଖୋଲ ଗ୍ରାମର ଇଶ୍ଵର କହଁର ବୋଲି ଟିକା ବାଲି ଜଙ୍ଗଲ ବିଭାଗ 6 ରଂଜ ର ବରୀଷ୍ଠ ବନପାଳ ସଦାନନ୍ଦ ବେହେରା କହିଛନ୍ତି।
ଇଶ୍ବରଙ୍କ ନାମରେ କେସନଂ- ୨୦୧/୨୧ ଓଡ଼ିଶା ଫରେଷ୍ଟ ଏକ୍ଟ ୧୯୭୨ ସେକ୍ସେନ ୨୭(୩) (ଏ,) ପ୍ରକାରେ ମାମଲା ରୁଜୁ କରି ଗିରଫ କରିଥିବା ବନପାଳ ଶ୍ରୀ ବେହେରା କହିଛନ୍ତି ।
ଟିକାବାଲି ବନ ବିଭାଗ କମିଚୀରୀଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଅଭିଯୁକ୍ତ କୁ ଗିରଫ ସମ୍ଭବ ହୋଇଥିବା ଜଣାପଡିଛି ।
ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସତର୍କ ନିଜର ରଖିବା ସହ ସଚେତନତା ଉପରେ ଗୁରୁତ୍ ଦିଆଯାଉଥିବା ଟିକା ବାଲି ବୈରାଗି ଚରଣ ବେହେରା କହିଛନ୍ତି ।
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସ୍କାଡ ଗଠନ କରିବା ସହ ବନ ସୁରକ୍ଷା ସମିତିକୁ ମଧ୍ୟ ନିଆଁ ଲିଭା ଦାୟୀତ୍ଵ ଦିଆଯାଇଛି।
ଆଗକୁ ଯେପରି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ.ପେଟ୍ରୋଲିଙ୍ଗ କୁ ଯୋରଦାର କରାଯାଇଥିବା 6ରଂଜର ବେହେରା କହିଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *