ଆଠଗଡ ବସଷ୍ଟାଣ୍ଡ ମଡେଲ ବସଷ୍ଟାଣ୍ଡ ହେବାକୁ ଯାଉଛି,ଶୁଭ…

Udaya_Labanya | July 27, 2020 | 0

ଆଠଗଡ(ଉଲାପ୍ର)ଆଠଗଡ ବସଷ୍ଟାଣ୍ଡର ନବିକରଣ ପାଇଁ ଶୁଭ ପ୍ରଦାନ କରିଛନ୍ତି ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱର ଲୋକସଭା ସଦନରୁ ଏହି ବସଷ୍ଟାଣ୍ଡର ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ କଟକ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା,ଆଠଗଡ ପୂର୍ତ୍ତବିଭାଗ ଏସଡିଓ ଜୟନ୍ତ ପ୍ରସାଦ ନାୟକ,ଜେଇ ପ୍ରଭାତ କୁମାର ବେହେରା,କଟକ ଜିଲା ପରିଷଦ ଉପାଧକ୍ଷ ସୁନୀଲ ପରିଡା,ଆଠଗଡ […]

ଅମରନାଥ ଯାତ୍ରା ବାତିଲ ହେଲା

Udaya_Labanya | July 22, 2020 | 0

ନୂଆଦିଲ୍ଲୀ (ଉଲାପ୍ର) ପବିତ୍ର ଅମରନାଥ ଯାତ୍ରାକୁ ଜାମୁ କାଶ୍ମୀର ପ୍ରଶାସନ ବାତିଲ କରିଦେଇଛନ୍ତି,ଚଳିତ ମାସ ୨୧ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବାର ଥିଲା,କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହି ଯାତ୍ରାକୁ ବାତିଲ କରାଯାଇଥିବା ଅମରନାଥ ପରିଚାଳନା ବୋର୍ଡ ବୈଠକ ରେ ଜାମୁ କାଶ୍ମୀର ଉପ ରାଜ୍ୟପାଳ ଗିରିଷ ଚନ୍ଦ୍ର ମୁର୍ମୁ ଘୋଷଣା କରିଛନ୍ତି।

ଭାରତୀୟ ରେଲୱେର ଆଉଏକ ଉପଲବ୍ଧି, ନିର୍ମାଣ ହେଉଛି…

Udaya_Labanya | July 16, 2020 | 0

ନୂଆଦିଲ୍ଲୀ: ( ଉ ଲା ପ୍ର ) ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି। […]

ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଚା’ ଓ…

admin | December 24, 2019 | 0

ଯଦି ଆପଣ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟ୍ରେନ୍‌ରୁ ଖାଦ୍ୟ ମଗାଇ ଖାଉଥାଆନ୍ତି ତେବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆଇଆରସିଟିସି ପକ୍ଷରୁ ନୂଆ ମେନ୍ୟୁ କାର୍ଡ ବିଷୟରେ ସୂଚନା ଦିଆଯାଇଛି। ବିଭିନ୍ନ ମେଲ ଏକ୍ସପ୍ରେସ୍‌ ସମେତ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଭଳି ଟ୍ରେନ୍‌ରେ ଖାଦ୍ୟ-ପାନୀୟ ମହଙ୍ଗା ହୋଇଯାଇଛି। ଏହି ନୂଆ ମେନ୍ୟୁ କାର୍ଡକୁ ରେଳବାଇ ବୋର୍ଡ ପକ୍ଷରୁ ମଞ୍ଜୁରୀ ବି ମିଳିସାରିଛି। ଆଇଆରସିଟିସି ପକ୍ଷରୁ […]

Archives

Categories