#Breaking News #District

ବାଲିଗୁଡାରେ ସାପ କାମୁଡ଼ାରେ ଜଣେ ମୃତ

ବାଲିଗୁଡା ( ଉଲ୍ଲାପ୍ର )ସାପ କାମୁଡ଼ା ରେ ଯୁବକ ମୃତ୍ୟୁ ହୋଇଛି,କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗାଁ ରେ ଅଘଟଣ ଘଟିଛି l ମୃତକ ହେଲେ ସକତା ମାଝୀ lସକତା ମାଝୀ ବୟସ ରାତିରେ ସକତା ମାଝୀ ଖାଇ ପିଇ ଶୋଇ ଥିବାବେଳେ ବିଷଧର କାମୁଡ଼ିଥିଲା l ଗ୍ରାମବାସୀ ଙ୍କ ସହାୟତା ରେ ଚିକିତ୍ସା ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେl ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆମ୍ବୁ ଲାସ ଯୋଗେ ଆଣୁ ଥିବା ବେଳେ ରାସ୍ତା ରେ ମୃତ୍ୟୁ ଘଟି ଥିଲା ଏନେଇ ବାଲିଗୁଡ଼ା ଡାକ୍ତର ମୃତ୍ୟୁ ଘୋଷଣା

କଲା ପରେ ବାଲିଗୁଡ଼ା ପୁଲିସ ଘଟଣା ସ୍ଥଳରେ ଫହଞ୍ଚି ତଦନ୍ତ ଆରମ୍ଭ କରିଛି l

Leave a comment

Your email address will not be published. Required fields are marked *