#Uncategorized

ଓଡିଶାରେ ହେବ ମହିଳା ଫୁଟବଲ ଲିଗ୍ । ୨୦୨୦-୨୧ରେ ‘ହିରୋ ଇଣ୍ଡିଆନ୍ ଓମେନ୍ସ ଲିଗ୍’ ଓଡିଶାରେ ଆୟୋଜିତ ହେବ । ଏନେଇ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ ପକ୍ଷରୁ ସୂଚନା ଦିଆଯାଇଛି

Leave a comment

Your email address will not be published. Required fields are marked *