#Breaking News

ଫୁଲବାଣୀରୁ ୭,ଜିଲ୍ଲାରୁ ୩୪ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଜିଲ୍ଲାରେ ଶୁକ୍ର ବାର ମୋଟ ୩୪ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ୭ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଫୁଲବାଣୀ ସାହିରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ମୋ ଚିସାହି, କଲେଜ ଛକ, ଭେଟେ ନାରି ଅଫିସ, ବ୍ରାହ୍ମଣ ସାହି, ବସଷ୍ଟାଣ୍ଡ ରୁ ଜଣେ ଲେଖାଏ କରେ । ନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଶୁକ୍ର ବାର ,ଦ।ରିଙ୍ଗବାଡି ୬,ଟିକାବାଲି ୫,ଚକାପାଦ ୧, ,ଖଜୁରୀପଡା ୧, ତୁମୁଡିବନ୍ଧ୨,ଜିଉଦରଗିରି ୧୨,
,କୋଟଗଡ଼ ୨ ଜଣ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୧୦ହଜାର ୩୩୪ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୭୧୮ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ୫୭୧ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

.

Leave a comment

Your email address will not be published. Required fields are marked *