#Breaking News

ଫେରିଲା ମୌସୁମୀ ଆସିଲା ଶୀତ ,ଘନକୁହୁଡିର ଚାଦର ତଳେ କନ୍ଧମାଳ


ଫୁଲବାଣୀ- ୨୬/୧୦(ସୁନୀଲ ପଟନାୟକ)
ଫେରିଲା ମୌସୁମୀ ଆଉ ଆସିଲା ଶୀତ ।
ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଏବେ ଶୀତ ଛୁଇଁଛି । ଘନ କୁହୁଡିର ସଫେଦଚାଦର ତଳେ କନ୍ଧମାଳ । ଶୀତର ପହିଲି ସ୍ଵର୍ଶ୍ଵରେ ମତୁଆଲା ହୋଇ ଉଠିଛନ୍ତି କନ୍ଧମାଳ ବାସୀ ।
ମଙ୍ଗଳବାର ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା ତାସାଙ୍ଗଙ୍କୁ ହାଲକା ଶୀତ ଅନୁଭୁତ ହେଉଥିଲା। ମଙ୍ଗଳବାର ଫୁଲ ବାଣୀରେ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ଥିବାବେଳେ ଓଡ଼ିଶାର କାଶ୍ମିର ଦାରିଙ୍ଗବାଡିରେ ତା ପମାତ୍ରା ୧୩ଡିଗ୍ରୀ ସେଲସିୟସ ଥିବା ପାଣି ପାଗ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସ୍ଵାଇଁ ସୂଚନା ଦେଇଛନ୍ତି ।
ଥଣ୍ଡା ଆସିଯିବା ଫଳରେ କିଏ ମଣିଙ୍ଗୱ। କ କରୁଛି ତ ଆଉ କିଏ ଜଗିଙ୍ଗକରି ବଡ଼ିକୁ ଫିଟ ରଖୁଛି ।
ଆଗକୁ ପ।ଗଶୁଖିଲା ରହିଲେ ଥଣ୍ଡା ବଢିବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଜିଲ୍ଲାକୁ ବହୁସଂଖ୍ୟାରେ ଆସିବେ ବୋଲି ପ୍ରଶାସନ ଅନୁମାନ କରୁଛି ।

Leave a comment

Your email address will not be published. Required fields are marked *