#Uncategorized

କେନ୍ଦୁଝର ରେ ଘରେ ପଶିଗଲା ହାଇବା ଟ୍ରକ,୭ଅଳ୍ପକେ ବଞ୍ଚିଗଲେ

କେନ୍ଦୁଝର(ଉଲାପ୍ର)କେନ୍ଦୁଝରରେ ଘରେ ପଶିଗଲା ହାଇୱା ଟ୍ରକ୍ : ଶୁଆକାଟି ଛକ ନିକଟରେ ଦୁର୍ଘଟଣା; ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚିଗଲେ ଘରେ ଶୋଇଥିବା ୭ ଜଣ

ଘରେ ପଶିଗଲା ହାଇୱା ଟ୍ରକ୍ । ଅଳ୍ପକେ ବର୍ତିଗଲା ୭ ଜୀବନ । ଘରେ ସମସ୍ତେ ଶୋଇଥିଲେ । ବିଳମ୍ୱିତ ରାତିରେ ରାସ୍ତାରେ ଯାଉଥିବା ହାଇୱା ଗାଡି ହଠାତ୍ ଘର ଭିତରକୁ ପଶିଗଲା । ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚିଗଲେ ଘରେ ଶୋଇଥିବା ୭ ଜଣ । କେନ୍ଦୁଝରର ଯଶୀପୁର ଥାନା ଅଂଚଳରେ ୨୨୦ ନଂବର ଜାତୀୟ ରାଜପଥ ଶୁଆକାଟି ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା ।

Leave a comment

Your email address will not be published. Required fields are marked *