#Uncategorized

ଦିନିଆରୀ ଫୁଟବଲ ଟୂଣ୍ଣାମେଣ୍ଟ ରେ ଶରଧାପୁର କୁ ହରାଇ କେରଙ୍ଗ ଚମ୍ପିୟାନ

ମା’ ମଙ୍ଗଳା ସ୍ପୋର୍ଟସ୍ କ୍ଳବ୍ ଦିନିଆରୀ ଅନୂକୁଲ୍ୟାରେ ଆରମ୍ଭ ହୋଇଥିବା ନବମ ବାର୍ଷିକ ଫୁଟବଲ୍ ଟୂଣ୍ଣାମେଣ୍ଟ ରେ ଆଜି ଫାଇନାଲ ମ୍ୟାଚ ରେ ଶରଧାପୁର ଦଳ ଓ କେରଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ମ୍ୟାଚ ରେ ଶରଧାପୁର ଦଳ କୁ ୧ ଟି ଗୋଲ ଦେଇ କେରଙ୍ଗ ଦଳ ଚମ୍ପିୟାନ ଟ୍ରଫି ହାସଲ କରିଛି। ପୁରସ୍କାର ବିତରଣ ଉତ୍ସବ ରେ ଶ୍ରୀ ପଦୀପ କୁମାର ସାହୁ ଓ ପୂର୍ବତନ ସରପଂଚ ପୋଡାଡିହ ଗ୍ରା଼.ପ ସୁଦର୍ଶନ ମାଣିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। କ୍ଳବ୍ ର ସଭାପତି ବ୍ରଜ କିଶୋର ନାଏକ, ସଂପାଦକ ନରେନ୍ଦ୍ର ନାଏକ , ନରେଶ ନାଏକ ,ଅମୁଲ୍ୟ ସ୍ୱାଇଁ ଓ ସମସ୍ତ ଗ୍ରାମ ବାସୀ ବ୍ରୃନ୍ଦ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *