ମଧୁସୂଦନ ନଗରରେ କରୋନା ଯୋଦ୍ଧା ସମ୍ମାନିତ

admin | May 4, 2020 | 37 views |0 | Exclusive

ଭୁବନେଶ୍ବର : ମଧୁସୂଦନ ନଗରରେ କରୋନା ସଫେଇ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ମଧୁସୂଦନ ନଗର, ଭୌମନଗର, ୟୁନିଟ-୪, ଏଜି କଲୋନୀ ଆଦି ଅଞ୍ଚଲରେ କାର୍ଯ୍ୟରତ ସଫେଇ କର୍ମଚାରୀ ଲକଡାଉନ ସମୟରେ ସେବା କାର୍ଯ୍ୟ ଜାରି ରଖିଥିବାରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତାମାନେ ସହଯୋଗର ହାତ ବଢ଼ାଇଛନ୍ତି। ସୁଶାନ୍ତ ନାୟକ ଓ ତାଙ୍କ ପରିବାର ସଫେଇ କର୍ମଚାରୀଙ୍କୁ ପ୍ରତିଦିନ ଚା, ବିସ୍କୁଟ ପ୍ରଦାନ କରୁଥିବା ବେଳେ ୩୨ ଜଣଙ୍କୁ ଉତ୍ତରୀୟ ଓ ଶୁଖିଲା ଖାଦ୍ୟ ପ୍ୟାକେଟ ଦେଇ ସମ୍ମାନୀତ କରାଯାଇଛି। ଏହି ସେବା ମନୋବୃତି ସେ ଆରଏସଏସରୁ ପାଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 36 views |1

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 160 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories